Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ‘କୁମ୍ଭମେଳା’, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି। ପୌରାଣିକ କଥାନୁଯାୟୀ ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବଲାଙ୍ଗୀରରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟିତ

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଦିନିକିଆ ଓଡ଼ିଶା ଗସ୍ତରେ ବଲାଙ୍ଗୀରରେ ପହଞ୍ଚିଛନ୍ତି । ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । ପକ୍ଷୀ ତଥା କୁମ୍ଭୀର ଗଣନା ପାଇଁ ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ…

ନାବାଳିକା ଶିଶୁ ପ୍ରସବ ଘଟଣା: ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଲା ‘ଏନଏଚଆରସି’

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଆଦିବାସୀ ନାବାଳିକା ଛାତ୍ରୀ ଶିଶୁ ପ୍ରସବ କରିବା ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ସୋମବାର ଦିନ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରାଜ୍ୟ…

ନବ ଦାସ ଜାନୁଆରୀ ୨୪ରେ ବିଜେଡ଼ିରେ ଯୋଗଦେବେ !

ଭୁବନେଶ୍ୱର: କଂଗ୍ରେସ ଛାଡ଼ିବା ନେଇ ସମ୍ଭାବନାକୁ ଅସ୍ୱୀକାର କରିବାର କିଛିଦିନ ମଧ୍ୟରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଜାନୁଆରୀ ୨୪ ତାରିଖରେ ବିଜୁ ଜନତା ଦଳରେ ଯୋଗଦେବା ସଙ୍କେତ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେ ଝାରସୁଗୁଡ଼ାର…

ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ନିରଞ୍ଜନଙ୍କ ୫ଟି ପ୍ରଶ୍ନବାଣ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତର ଗୋଟିଏ ଦିନ ଅବ୍ୟବହିତ ପୂର୍ବରୁ ବିରୋଧୀ କଂଗ୍ରେସ ମୋଦିଙ୍କ ଉପରକୁ ଅଗ୍ନିବର୍ଷୀ ପ୍ରଶ୍ନବାଣ ଛାଡିଛିି । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ କଂଗ୍ରେସ ଭବନରେ…

ମାଲକାନଗିରିରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟରେ ସୋମବାର ଦିନ ହାଡକୋର ମାଓ କ୍ୟାଡରର ଜଣେ ମହିଳା ମାଓବାଦୀ ଦେବେ ମାଢୀ (ଶାନ୍ତି) ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଶାନ୍ତି ୨୦୧୨ ମସିହାରୁ ସିପିଆଇ (ମାଓବାଦୀ)ର ଗୁମ୍ମା କ୍ଷେତ୍ର କମିଟିର ଜଣେ ସଦସ୍ୟା…

କନ୍ଧମାଳରେ ସେବାଶ୍ରମ ଛାତ୍ରୀ ସନ୍ତାନ ପ୍ରସବ ଘଟଣା: ନବଜାତକ ଶିଶୁର ମୃତ୍ୟୁ

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅନ୍ତର୍ଗତ ଏକ ସେବାଶ୍ରମରେ ଗତ ଜାନୁଆରୀ ୧୨ ତାରିଖରେ ଜଣେ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ସୋମବାର ଦିନ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଉକ୍ତ ଶିଶୁକନ୍ୟାର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ…

ଆଠଗଡ଼: ଅସୁସ୍ଥ ହାତୀର ଚିକିତ୍ସା କଲେ ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞ ଦଳ

ଆଠଗଡ଼ : ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ଅନ୍ତର୍ଗତ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଅସୁସ୍ଥ ଜଙ୍ଗଲୀ ହାତୀର ଚିକିତ୍ସା କରାଯାଉଥିବା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅସୁସ୍ଥ ହାତୀଟି ଠିକ୍ ଭାବେ ଚାଲି କିମ୍ବା ଖାଇ ପାରୁନଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ସମେତ…

କନ୍ଧମାଳରେ ସ୍କୁଲ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଛାତ୍ରୀନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି। ଦାରିଙ୍ଗବାଡି ବ୍ଲକ୍ ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ…