‘ଲଭ ଆଜକଲ-୨’: କଠୋର ହେଲା ସେନ୍ସର ବୋର୍ଡ; ଫିଲ୍ମରୁ ହଟିଲା କାର୍ତ୍ତିକ-ସାରାଙ୍କ ବୋଲ୍ଡ ସିନ୍
ନୂଆଦିଲ୍ଲୀ: ସାରା ଅଲି ଖାନ ଓ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ଲଭ ଆଜକଲ’ ଆଜି ସିନେମା ହଲ ଗୁଡିକରେ ରିଲିଜ ହୋଇସାରିଛି । ଫିଲ୍ମ ଲଗାତାର କିଛି ଦିନ ହେଲା ଚର୍ଚ୍ଚାରେ ଅଛି । ସାରା ଓ କାର୍ତ୍ତିକ ଫିଲ୍ମର ବହୁତ ପ୍ରମୋଶନ ମଧ୍ୟ କରିଛନ୍ତି । ଏବେ ଏହି ଫିଲ୍ମକୁ ନେଇ ଏକ ବଡ ଖବର ଆସିଛି ।…