ଡବଲ ମର୍ଡର ମାମଲା: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କୃତ ହେଲେ ଅନୁପ ସାଏ
ଭୁବନେଶ୍ୱର: ଡବଲ ମର୍ଡର ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଓ ବିଜେଡି ଦଳରୁ ବହିଷ୍କାର କରିଛନ୍ତି ।
ଅନୁପ ଅଗଷ୍ଟ ମାସ ୨୦୧୯ ମସିହାରେ ଏହି ଅଧ୍ୟକ୍ଷ ପଦ ପାଇଥିଲେ । ସେ…