Latest Odisha News

BREAKING NEWS

ଜାନୁଆରୀ ୫ରେ କଡ୍ଡା ଟକ୍କର୍: ନବୀନଙ୍କ ପୁରୀ ଶୋ’କୁ ମୋଦୀଙ୍କ ବାରିପଦା ର‌୍ୟାଲି !

ଭୁବନେଶ୍ୱର : ଓଡିଶାରେ ଶାସକ ବିଜେଡି ଓ ବିଜେପି ୨ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଅଲଗା ସ୍ଥାନରୁ ଗୋଟିଏ ଦିନରେ ଅବତୀର୍ଣ୍ଣ ହେଉଥିବା ଯୋଗୁଁ ଲାଗୁଛି, ଏହି ଦୁଇଟି ଦଳ ନିର୍ବାଚନ ବିଗୁଲ ଆରମ୍ଭ କରିବାକୁ ଯାଉଛନ୍ତି । ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି…

ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି: ଅପରାଜିତା

ଭୁବନେଶ୍ୱର : ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ମହିଳା ସଶକ୍ତିକରଣରେ ବିଫଳତା ନେଇ ଓଡିଶା ସରକାରଙ୍କୁ ଗୁରୁବାର ଦିନ କଡା ସମାଲୋଚନା କରିଛନ୍ତି । “ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ଏହି ମହିଳା…

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାରା ରାଜ୍ୟରେ ଗୁରୁବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜ୍ୟ ବନବିଭାଗ ପକ୍ଷରୁ ୫ ଏକ୍ସପର୍ଟ, ୩ ଏସିଏଫ ଏବଂ ୭୦ ଜଣ ବନବିଭାଗ କର୍ମଚାରୀଙ୍କ ସମେତ ପ୍ରାୟ ୨୬ ଟି ଟିମ୍ ବ୍ରହ୍ମଗିରି, ନନ୍ଦନକାନନ, ଶିମିଳିପାଳ ଏବଂ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ…

ନିଜ ଜୀବନକୁ ବାଜି ଲଗାଇ ୧୦ଟି ଜୀବନ ବଞ୍ଚାଇଲେ ଦୁଇ ଭଉଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆ ଠାରେ ବୁଧବାର ରାତିରେ ଏକ ଦେଶୀ ଡ଼ଙ୍ଗା ଦୁର୍ଘଟଣା ଗସ୍ତ ହେବାରୁ ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣି ୨ ଭଉଣୀ ନିଜ ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ…

କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଘଟଣାର ତଦନ୍ତ ପାଇଁ ଗୁରୁବାର ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି "ବନ୍ଦର ଓ…

ଆସନ୍ତା ଜାନୁଆରି ୨୧ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା: ସିଇଓ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଉଥିବାବେଳେ ଆସନ୍ତା ଜାନୁଆରି ୨୧ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ । ଏନେଇ ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହିତ…

ଓଡିଶା ଡାକ୍ତରଙ୍କୁ ଠକେଇ ଅଭିଯୋଗରେ ଘାନା ନାଗରିକ ଗିରଫ

ଅନୁଗୁଳ : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଷ୍ଟ ଗ୍ରାଜ୍ୟୁଏଟ୍ ଇନଷ୍ଟିଚ୍ୟୁଟ ଅଫ ପେଡିଆଟ୍ରିକରେ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଠକିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଅନୁଗୁଳ ରେଳ ଷ୍ଟେସନରୁ ବୁଧବାର ଦିନ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ସେ ତାଙ୍କର କଟକ ତଳ ତେଲଙ୍ଗା ବଜାର…

ଜାମ୍ମୁ-କାଶ୍ମୀର: ପୁଲୱାମା ଏନକାଉଣ୍ଟରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଟ୍ରାଲ ସେକ୍ଟର ନିକଟସ୍ଥ ଗୁଲଶନପୋରା ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଟ୍ରାଲ ସେକ୍ଟର ନିକଟସ୍ଥ…

ସିଡ଼ନୀ ଟେଷ୍ଟ: ପୁଣି ପୂଜାରାଙ୍କ ଦମଦାର୍ ଶତକ, ଭାରତ ୩୦୩/୪

ସିଡ଼ନୀ: ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରିପାରି ଭାରତ ଗାଭାସ୍କର-ବୋର୍ଡ଼ର ଟ୍ରଫିକୁ ଏକରକମ କବଜା କରିସାରିଛି । ମାତ୍ର ଏହି ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ଶୃଙ୍ଖଳାକୁ ଜିତି ଭାରତ ନିଜ କ୍ରିକେଟ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବ । ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ…

ଫ୍ୟାଶନରେ ଷ୍ଟାଇଲିସ୍ ଗଜରା…

ଭୁବନେଶ୍ୱର : ଆଜିକାଲି ବାହାଘର-ବ୍ରତ ହେଉ ବା ଯେକୌଣସି ପୂଜା ପର୍ବ ସବୁଥିରେ ଗଜରାର ଚାହିଦା ରହିଥାଏ । ଖାସକରି ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ଧିରେଧିରେ ଅନ୍ୟ ମହିଳା ତଥା ଯୁବତୀମାନଙ୍କର ଏହି ଗଜରା ପ୍ରତି କ୍ରେଜ ବଢିବାରେ ଲାଗିଛି । ସିନେମାରେ…