୨୪ ମାସ ମଧ୍ୟରେ ଏନଡିଏ ହରାଇଲା ୭ ରାଜ୍ୟ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଜେପି ସମ୍ପୂର୍ଣ୍ଣ ଭାବେ ନିରାଶ ହେବାକୁ ପଡିଛି । ୨ ବର୍ଷ ମଧ୍ୟରେ ଏନଡିଏ ୭ ରାଜ୍ୟରେ ସରକାର ହରାଇଛି । ଅପରପକ୍ଷରେ ଭାଜପା ବିରୋଧୀ ୧୨ ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି ।
କଂଗ୍ରେସ ଅପେକ୍ଷାକୃତ ଦୁର୍ବଳ ହୋଇ ଯାଇଥିଲେ ମଧ୍ୟ…