Latest Odisha News

BREAKING NEWS

ସୁନ୍ଦରଗଡରେ ବାର୍ଡଫ୍ଲୁ ଭୟ !

ସୁନ୍ଦରଗଡ: ରାଜ୍ୟର କିଛି ସ୍ଥାନରେ ବାର୍ଡ ଫ୍ଲୁ ଦେଖାଦେଇଥିବା ବେଳେ ସୋମବାର ଦିନ କୋଇଡା ଅଞ୍ଚଳରେ ପକ୍ଷୀଗୁଡିକର ମୃତଦେହ ପଡିଥିବା ଦେଖି ସାଧାରଣରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, କୋଇଡା ଥାନା ଓ ନ୍ୟୁ ଗାର୍ଡେନ କଲୋନୀ ନିକଟରେ କିଛି କାଉ ମରି ପଡିଥିବା ଦେଖିବାକୁ…

ବ୍ରହ୍ମପୁର ବସ୍ ଦୁର୍ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଦୋଷ ଲଦିଲା ସାଉଥ୍‌କୋ

ଭୁବନେଶ୍ୱର: ବ୍ରହ୍ମପୁର ବସ୍ ଦୁର୍ଘଟଣା ନେଇ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥକୋ । ଏହାପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଭିଯାନ । ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ପାଇଁ ହିଁ…

ଗଜରା ସହ ନିଜ କେଶକୁ ଦିଅନ୍ତୁ ଏହିଭଳି ଷ୍ଟାଇଲିସ ଲୁକ…

ଭୁବନେଶ୍ୱର: ବାହାଘର ହେଉ କି କୌଣସି ପରାପର୍ବାଣୀ ସବୁଥିରେ ଗଜରାର ରହିଛି ଢେର ଚାହିଦା । ପୂର୍ବରୁ ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ବର୍ତ୍ତମାନ ଏହାସବୁ ବର୍ଗର ମହିଳାଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି । ନାରୀଙ୍କ ୧୬ ଶୃଙ୍ଗାର ମଧ୍ୟରେ ଗଜରା ଅନ୍ୟତମ ।…

ବିଲ୍ ଗେଟ୍ସ କିଣିଲେ ୪୬୦୦ କୋଟି ଟଙ୍କାର ଉଦଯାନ ଚାଳିତ ବୋଟ୍‌

ନ୍ୟୁୟର୍କ: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ବିଲ ଗେଟ୍ସ ୪୬୧୨ କୋଟି ଟଙ୍କାର ଏକ ଉଦଯାନ ଚାଳିତ ବୋଟ କ୍ରୟ କରିଛନ୍ତି । ୩୭୦ ଫୁଟ ଲମ୍ବା ପରିବେଶକୁ ସୁହାଉଥିବା ଏହି ସୁପର ଲଗଜରୀ ବୋଟଟି ତରଳ ଉଦଯାନରେ ଚାଲିବ । ପୂର୍ବରୁ ସେ ଭଡା ସୂତ୍ରରେ ଦାମିକିଆ ବୋଟ ନେଇ ଛୁଟି ମନାଉଥିଲେ । ଏବେ ସେ…

ଛତିଶଗଡରେ ଏନକାଉଣ୍ଟର; ଜଣେ ମାଓବାଦୀ ମୃତ, ୪ ଯବାନ ଆହତ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ଜଙ୍ଗଲରେ ସୋମବାର ଦିନ ସିଆରପିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିପାତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଛି ମାଓବାଦୀ…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ୧୪୧.୨୫ ପ୍ରିମିୟମରେ ଗୋଆର ଫର୍ମେଣ୍ଟୋକୁ ମିଳିଲା ନଦୀଡ଼ିହ ଲୁହାପଥର-ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ୍ ଖଣିର ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି । ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀକୁ ଏହି ଖଣି ମିଳିଛି । ଋବିବାର ଦିନ ନିଲାମ ହୋଇଥିବା ଏହି ଖଣିଟିରେ ଆନୁମାନିକ ୨୦.୪୮ ମେଟ୍ରିକ୍ ଟନ ଖଣିଜ…

ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ୨୦୧୮ର ସାମ୍ବିଧାନକ ବୈଧତା କାଏମ

ନୂଆଦିଲ୍ଳୀ: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮କୁ ଚାଲେଂଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ…

ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗରେ ଟ୍ରାଭେଲ୍ ଏଜେନ୍ସିର ୩ କର୍ମଚାରୀ ଗିରଫ

ପୁରୀ: ପର୍ଯ୍ୟଟକଙ୍କୁ ଠକିବା ଅଭିଯୋଗରେ ପୋଲିସ ଏକ ଟ୍ରାଭେଲ୍ ଏଜେନ୍ସିର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପଣସପଡା ଗ୍ରାମର ଅବଦୁଲ୍ ଜାଫର ଓ ରାୟପୁର ଗ୍ରାମର ବିଦ୍ୟାଧର ଜେନା ଏବଂ ବିଚିତ୍ର ଜେନା । ପ୍ରାପ୍ତ ସୂଚନାନୁଯାୟୀ, ଗୁଜୁରାଟର ଜେ.…

ଓସ୍କାର ପୁରସ୍କାର: ପାରାସାଇଟ ଫିଲ୍ମ ଇତିହାସ ରଚିଲା

ଲସଏଞ୍ଜେଲ୍ସ: ଦକ୍ଷିଣ କୋରିଆର ପାରାସାଇଟ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନଜନକ ଓସ୍କାର ପୁରସ୍କାର ପାଇଛି । ଅଣ ଇଂରାଜୀ ଫିଲ୍ମ ଭାବେ ପାରାସାଇଟ ଓସ୍କାର ଜିତି ଇତିହାସ ରଚିଛି । ୧୯୧୭ ଓ ୱାନ୍ସ ଓପନ ଏ ଟାଇମ ଫିଲ୍ମକୁ ପଛରେ ପକାଇ ଏହା ବାଜି ମାରିଥିଲା । ବେଷ୍ଟ ଅନ୍ତର୍ଜାତୀୟ ଫିଲ୍ମ ଭାବେ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବସ୍ ଓ ବାଇକ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ଵର: ରବିବାର ଦିନ ଏକ ବସରେ ବିଦ୍ୟୁତ ତାର ଲାଗିବା ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଏହିଭଳି ଏକ ସମାନ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଡଗରା ଗୁମୁଟି ଛକ ନିକଟରେ ବାରିପଦାରୁ ଡଗରା ବେଳାଭୂମିକୁ ପିକନିକ୍ ପାଇଁ ଆସୁଥିବା ଏକ ବସ ୧୧…