ମହାନଦୀ ଟ୍ରିବ୍ୟୁନାଲ୍ ଓଡ଼ିଶାକୁ ବର୍ଷା ଜଳର ସମସ୍ତ ତଥ୍ୟ ମାଗିଲେ
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ତାଙ୍କ ଶୁଣାଣିରେ ଓଡ଼ିଶାକୁ ମୌସୁମୀ ଜନିତ ବର୍ଷାଜଳ ସମ୍ପର୍କରେ ଗତ ୨୦ ବର୍ଷର ସମସ୍ତ ତଥ୍ୟ ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ମହଲତ ଦେଇଛନ୍ତି ।
ଏସମ୍ପର୍କରେ ଶୁଣାଣି କରି ଟ୍ରିବ୍ୟୁନାଲ…