Latest Odisha News

BREAKING NEWS

ମୟୁରଭଞ୍ଜରେ ବଜ୍ରକାପ୍ତା ଚୋରାଚାଲାଣ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ଆମ୍ବଡିହି ଅଞ୍ଚଳରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍) ୪ଜଣ ବଜ୍ରକାପ୍ତା ଶିକାରୀଙ୍କୁ ଗିରଫ କରିଛି । ଏହି ଚଢଉ ସମୟରେ ଏସଟିଏଫ୍ ଟିମ୍ ୧୩କିଲୋ ଓଜନର ୨ଟି ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନେ ବଳିଆ ଅନ୍ଧାରା,…

କେନ୍ଦ୍ରାପଡ଼ାରେ ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟାଛଳ ନିକଟସ୍ଥ ସାରୁମୁହିଁ ଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବସୁଧା’ ପ୍ରକଳ୍ପ ଅନ୍ତର୍ଗତ ଏକ ମେଗା ପାନୀୟ ଜଳଯୋଗାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ୨୪୧ କୋଟି ଟଙ୍କା ବ୍ୟୟରେ…

୭ ଲକ୍ଷ ୨୯ ହଜାର ଟଙ୍କା ସହ ଭିଜିଲାନ୍ସ ଜାଲରେ ଅଡିଟ୍ ଅଫିସର

କୋରାପୁଟ : କୋରାପୁଟ ଜିଲା ଜୟପୁର ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜଣେ ସହକାରୀ ଅଡିଟ ଅଫିସରଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ୭ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଅଫିସର ଜଣଙ୍କ ଆର୍ତ୍ତବନ୍ଧୁ ରାଉତ ଏବଂ ତାଙ୍କ ଘର କଟକ ଜିଲ୍ଲାସ୍ଥିତ…

ଗପ କହିବାଟା ଶ୍ରୀକାନ୍ତଙ୍କ ଏକ ଚିରାଚରିତ ଅଭ୍ୟାସ: ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ କଳି ଏବେ ଚରମସୀମାରେ ପହଞ୍ଚିଛି । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବୟାନର ଉତ୍ତରରେ ଦଳର ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ଶନିବାର ଦିନ ତାଙ୍କୁ…

କାର୍ଯ୍ୟରେ ଯୋଗଦେଲେ ଆନ୍ଦୋଳନରତ ଭୀମସାର କନିଷ୍ଠ ଡ଼ାକ୍ତର

ସମ୍ବଲପୁର: ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କୁ ଓଡ଼ିଶା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିବା ଏବଂ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେବା ପରେ ଗତ ୩ ସପ୍ତାହ ଧରି ଜାରି ରଖିଥିବା…

କଳାହାଣ୍ଡି: ମରୁଡି ଘୋଷଣା ଦାବି ନେଇ ଚାଷୀଙ୍କ ରାସ୍ତା ଅବରୋଧ

କଳାହାଣ୍ଡି : ଧାନ ଫସଲରେ ପ୍ରଭୃତ କ୍ଷତି ଘଟିଥିବା ଯୋଗୁଁ ମରୁଡି ଘୋଷଣା ନେଇ କଳାହାଣ୍ଡି ଜିଲ୍ଲା ଆମପାଣି ନିକଟସ୍ଥ ୨୬ନଂ ଜାତୀୟ ରାଜପଥକୁ ଶନିବାର ଶହଶହ ସଂଖ୍ୟାରେ ଚାଷୀମାନେ ଅବରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୋକସରା ବ୍ଲକକୁ ମରୁଡି ଘୋଷଣା ଦାବି ନେଇ ଚାଷୀମାନେ ଏହି…

ବାରିପଦା ଜେଲରୁ ଚମ୍ପଟ ମାରିଲେ ବିଚାରଧୀନ କଏଦୀ, ନିଲମ୍ବିତ ହେଲେ ୨ଜଣ ଗାର୍ଡ

ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ବିଚାରାଧୀନ କଏଦୀ ଶନିବାର ଗାର୍ଡଙ୍କୁ ଚକମା ଦେଇ ଚମ୍ପଟ୍ ମାରିଛନ୍ତି । ଏହି ଘଟଣାରେ କାରାଗାରର କର୍ତ୍ତବ୍ୟରତ ୨ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ଏହି ଫେରାର କଏଦୀଙ୍କ ନାମ କାହ୍ନୁଚରଣ…

ଭୀମସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ, ଛୁଟିରେ ଯିବାକୁ ନିର୍ଦ୍ଦେଶ

ସମ୍ବଲପୁର: ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କୁ ଓଡ଼ିଶା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି, ଏହାସହିତ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ…

ବାଲେଶ୍ୱର: ସୋରରେ ସିରିଜ ଦୁର୍ଘଟଣା, ୨ ଗୁରୁତର ଆହତ

ସୋର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ କାର୍ କୌଣସି କାରଣବଶତଃ ଭାରସାମ୍ୟ ହରାଇ ଓଲଟି…

ଆଜି ଭାରତ-କାନାଡ଼ା ହକି ମ୍ୟାଚ: ଜିତିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ବିଶ୍ୱକପ ହକିରେ ଆଜି ଭାରତ ଓ କାନାଡ଼ା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ପୁଲ୍ ‘ସି’ରେ ଭାରତ ଓ ବେଲଜିୟମ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ରଖି ୪ ପଏଣ୍ଟ ରଖିଥିବା ବେଳେ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ଉଭୟେ ୧ ପଏଣ୍ଟ ଲେଖାଏଁ ପଏଣ୍ଟ ହାସଲ…