ଟ୍ରକ୍ ପଛରେ ପିଟି ହେଲା କାର୍, ଜଣେ ମୃତ
ପାରାଦୀପ: କଟକ-ପାରାଦୀପ ମୁଖ୍ୟ ରାସ୍ତାର ଲୋକନାଥ ଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ । ତାଙ୍କ ଘର ପାରାଦୀପ ନୂଆ ବଜାର ଅଚଂଳରେ ବୋଲି ଜଣାପଡିଛି । ସେପଟେ…