ସାରା ଦେଶରେ ଏବେ ଲାଗୁ ହେବନି ଏନ୍ଆର୍ସି: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଏବେ ସାରା ଦେଶରେ ଲାଗୁ ହେବନି ରାଷ୍ଟ୍ରୀୟ ନାଗରିକ ପଂଜିକା(ଏନ୍ଆର୍ସି) । ଏନେଇ ଲୋକସଭାରେ ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ବୟାନ ଦିଆଯାଇଛି । ଲୋକସଭା ସାଂସଦ ଚନ୍ଦନ ସିଂ ଏବଂ ନାଗେଶ୍ୱର ରାଓଙ୍କ ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର…