ଏସସିବିରେ ବିରଳ ଅସ୍ତ୍ରୋପଚାର; ଚିକିତ୍ସା କ୍ଷେତ୍ରରେ ରଚିଲା ଇତିହାସ
କଟକ: କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାର ଫଳରେ ଚିକିତ୍ସା କ୍ଷେତ୍ରରେ ଏକପ୍ରକାର ଇତିହାସ ସୃଷ୍ଟି କରିପାରିଛି ଏସସିବି ହସ୍ପିଟାଲ୍ ।
ପ୍ରାପ୍ତ ସୂଚନାନୁଯାୟୀ, ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ…