ଆଜି ପୁରୀରେ ବସ ଚଳାଚଳ ବନ୍ଦ; ଜାଣନ୍ତୁ କାହିଁକି
ପୁରୀ: ପୁରୀରେ ମଙ୍ଗଳବାର ଦିନ ଘରୋଇ ବସଗୁଡ଼ିକ ଆନ୍ଦୋଳନ କରୁଥିବା ଯୋଗୁଁ ୧୨ ଘଣ୍ଟା ଲାଗି ଏଠାରେ ବସ ଚଳାଚଳ ବନ୍ଦ ରହିବ।
ଏହି ଆନ୍ଦୋଳନରେ ପ୍ରାୟ ୨୦୦ ବସ ଏବଂ ୮୦୦ କର୍ମଚାରୀ ସାମିଲ୍ ହେବେ ବୋଲି ଶ୍ରୀ ନୀଳଗିରି ମୋଟର୍ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ସୂଚନା ମିଳିଛି ।
ପ୍ରାପ୍ତ…