ବିଶ୍ୱକପ୍ ହକି: ଆଜି ଆର୍ଜେଣ୍ଟିନା-ସ୍ପେନ୍ ଓ ଫ୍ରାନ୍ସ-ନ୍ୟୁଜିଲାଣ୍ଡ ମୁକାବିଲା
ଭୁବନେଶ୍ୱର: ଓଡ଼ିଶା ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତାର ଆଜି ୨ୟ ଦିବସରେ ଅଲିମ୍ପିକ ଚମ୍ପିୟାନ ଆର୍ଜେଣ୍ଟିନା ଦଳ ୟୁରୋପିଆନ ଟିମ୍ ସ୍ପେନକୁ ଭେଟୁଥିବା ବେଳେ ଅନ୍ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ୍ ଫ୍ରାନ୍ସ ସହିତ ମୁକାବିଲା କରିବ ।
କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୫ଟା ବେଳେ…