Latest Odisha News

BREAKING NEWS

ମାର୍ଚ୍ଚ ୫ରୁ ସପ୍ତାହେ ବ୍ୟାପି ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର : ମାର୍ଚ୍ଚ ୫ରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୌହପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରିବା ପାଇଁ ବିଜେଡି ଘୋଷଣା କରିଛି । ଏନେଇ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ସଂଜୟ ଦାସବର୍ମା ଓ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା…

‘ହୁଇ ମେଁ ମଲଙ୍ଗ’ ହେଲା ରିଲିଜ, ଦେଖନ୍ତୁ ଦିଶାଙ୍କ ସିଜଲିଂ ଲୁକ୍‌

ମୁମ୍ବାଇ: ରିିଲିଜ ହୋଇଛି ଅପକମିଂ ଫିଲ୍ମ ‘ମଲଙ୍ଗ’ର ଆଉ ଏକ ନୂଆ ଗୀତ । ଗୀତରେ ଅଭିନେତ୍ରୀ ଦିଶା ପାଟନୀ ନିଜ ସିଜଲିଂ ଲୁକ୍‌ରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ଏଥିସହ ଗୀତରେ ତାଙ୍କର ଜବରଦସ୍ତ ଡ୍ୟାନ୍ସକୁ ଦେଖି ଫ୍ୟାନ୍ ମାନେ ତାଙ୍କ ଉପରେ ପୁରା ଫିଦା ହୋଇଯିବେ । ଏହା ଏକ ପାର୍ଟି ସଙ୍ଗ…

ଟିମ୍ ଇଣ୍ଡିଆକୁ ଝଟକା : ଦିନିକିଆ, ଟେଷ୍ଟ ସିରିଜରୁ ଓହରିଲେ ରୋହିତ

ହାମିଲଟନ : ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉପଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମସ୍ୟା ଟିମ୍ ଇଣ୍ଡିଆ ପାଇଁ ଝଟକା ସଦୃଶ ହୋଇଛି । ଟି୨୦ ସିରିଜର ଅନ୍ତିମ ମ୍ୟାଚରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ମେଡିକାଲ ଟିମ୍ ଅନୁଧ୍ୟାନ କରିବା ପରେ ରୋହିତଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ…

ଡରେଇବାକୁ ଆସିଲା ଭିକି କୌଶଲଙ୍କ ନୂଆ ଫିଲ୍ମ ଭୁତ୍‌-୧

ମୁମ୍ବାଇ: ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକର ନାୟକ ଭିକି କୌଶଲଙ୍କୁ ଭୂତ-୧ ଦି ହଂଟେଡ ଶିପ୍‌ରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହା ନିଶ୍ଚିତ ଭାବେ ଦର୍ଶକଙ୍କୁ ଡରାଇବ ବୋଲି ଆଶା କରାଯାଉଛି । ଟ୍ରେଲରରେ ସେ ସି ବାର୍ଡ ନାମକ ଏକ ଜାହଜ ମଧ୍ୟରେ ପ୍ରବେଶ କରୁଛନ୍ତି ।…

ଗାନ୍ଧିଜୀଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ, କଂଗ୍ରେସର କଡା ସମାଲୋଚନା

ନୂଆଦିଲ୍ଲୀ: ପୁଣି ବିବାଦରେ ବିଜେପି ସାଂସଦ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ଅନନ୍ତ ହେଗ୍‌ଡେ । ବେଙ୍ଗାଳୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀ ସ୍ୱାଧୀନ ଭାରତ ପାଇଁ କରିଥିବା ଲଢ଼େଇ ଏକ ଡ୍ରାମା…

କେରଳରେ ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ

ଥିରୁବନନ୍ତପୁରମ : ଡରାଉଛି କରୋନା । କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଂଚିଲା । ଭାରତର ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ କେରଳର କସରଗୋଡରେ ଚିହ୍ନଟ ହୋଇଛି । କେରଳର ଦୁଇ ଜଣ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୂନା ପଜିଟିଭ ଆସିବା ପରେ ଆଉ ଜଣେ ରୋଗୀଙ୍କୁ କରୋନା ଆକ୍ରାନ୍ତ ଥିବା…

ମୁଁ ଆତଙ୍କବାଦୀ କି ଦିଲ୍ଲୀର ପୁଅ ଭୋଟର୍ ନିଷ୍ପତ୍ତି ନେବେ; କେଜ୍ରିୱାଲ୍‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଏବେ ଜୋରସାର୍ ନିର୍ବାଚନ ପ୍ରଚାରରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆପ ପକ୍ଷରୁ ଜୋରଦାର୍ ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ…

ଆସନ୍ତା ୧୯ରୁ ମାଟ୍ରିକ ପରୀକ୍ଷା: ସିସିଟିଭି ନଜରରେ ରହିବ ସମ୍ବେଦନଶୀଳ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ଲକ୍ଷ ୬୦ ହଜାର ୮୯୧ ପାରୀକ୍ଷାର୍ଥୀ ପାରୀକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏଥିପାଇଁ ୩୦୭…

ମ୍ୟାଟ୍ରିକ ପରୀକ୍ଷା ପାଇଁ କିପରି କରିବେ ‘ଆଡ଼ମିଟ କାର୍ଡ’ ଡାଉନଲୋଡ, ଜାଣନ୍ତୁ…

କଟକ: ଆସନ୍ତା ଫେବୃଆରୀ ୬ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ମିଳିବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା ଫେବୃଆରୀ ୧୯ ତାରିଖରୁ ରାଜ୍ୟର ୨୮୮୮ କେନ୍ଦ୍ରରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ସୋମବାର ଡିନ ବୋର୍ଡ଼ ଅଧିକାରୀ ପ୍ରଦାନ କରିଥିବା…

ସୁଧୁରିବ ଶିକ୍ଷାର ଗୁଣବତ୍ତା; ପିଲାଙ୍କ ପରୀକ୍ଷା ଖାତା ଦେଖିବେ ଅଭିଭାବକ

ଭୁବନେଶ୍ୱର : ପିଲାଙ୍କ ପରୀକ୍ଷା ଖାତା ଦେଖିବେ ମାତା ପିତା ଓ ଅଭିଭାବକ । ସରକାରୀ ସ୍କୁଲରେ ଶିକ୍ଷାର ଗୁଣବତ୍ତାକୁ ସୁଧାରିିବା ପାଇଁ ପିଲାଙ୍କ ମାତା ପିତା ଓ ଅଭିଭାବକଙ୍କୁ ନିଜ ମିଶନରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ…