Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୫-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ  ତା ୨୬ ରିଖ  ମଙ୍ଗଳବାର  ବୃଷ  ୧୩ ଦିନ ଜ୍ଯେଷ୍ଠ ମାସ ଶୁକ୍ଳ ପକ୍ଷ   ଚତୁର୍ଥୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର   ଘାତ ବାର-:  ମକର   ରାଶିର  ଘାତ ଚନ୍ଦ୍ର-:   କନ୍ୟା ରାଶି ପୁରୁଷ…

ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡ଼ି

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଜଳବାୟୁ ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୋମବାର ଦିନ ସୂଚନା ପ୍ରଦାନ କରିଛି । “ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ ଜଳବାୟୁ କେରଳ ଛୁଇଁଥାଏ । ତେବେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଯୋଗୁଁ…

ଓଡ଼ିଶାରେ ରୌଦ୍ରତାପ ଜାରି; ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଲା ୧୩ଟି ସହର

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗରମ । ରୌଦ୍ରତାପ ବୃଦ୍ଧି ଯୋଗୁଁ ସୋମବାର ଦିନ ସାରା ରାଜ୍ୟର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଆଜି ଟିଟିଲାଗଡ଼ର ସ୍ଥାନ ନେଇଛି ଶିଳ୍ପନଗରୀ ତାଳଚେର । ତାଳଚେରରେ ଆଜି ତାପମାତ୍ରା ବୃଦ୍ଧି ପାଇ ପାରଦ ଛୁଇଁଥିଲା ୪୪.୯ ଡିଗ୍ରୀ ସେଲସିୟସରେ ।…

ରଥଖଳାରେ ରଥଯାତ୍ରା ପ୍ରସ୍ତୁତି: ଚୂଡ଼ାନ୍ତ ପର୍ଯ୍ୟାୟରେ ତିନିରଥର ‘ଗୁଜ ଖୋଦେଇ’ କାର୍ଯ୍ୟ

ପୁରୀ: ପୁରୀର ବଡ଼ଦାଣ୍ଡ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଯେତେ ଯେତେ ଅଗ୍ରସର ହେଉଛି ସେତିକି ମାତ୍ରାରେ ରଥଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ସେତିକି ମାତ୍ରାରେ ସୃଷ୍ଟି ହେଉଛି । ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଭାବନାରେ ରଥଯାତ୍ରା ହେବାର ସକାରତ୍ମକ ଭାବନା ମଧ୍ୟ ବୃଦ୍ଧି ପାଇ ଚାଲିଛି ।…

ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପାଙ୍କ ଦେହାନ୍ତ

ଭୁବନେଶ୍ୱର : ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପା ତଥା ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଶ୍ୱଶୁର ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ତାଙ୍କର ଦେହାନ୍ତ ହୋଇଛି । ସେ ଜାମସେଦପୁର ଟାଟାନଗର ଅଂଚଳରେ ଶିଶୁ…

ଖୁବ୍ ଶୀଘ୍ର ଭାରତକୁ ମିିଳିବ ରାଫାଲ ଲଢ଼ୁଆ ବିମାନ

ପ୍ୟାରିସ: ଭାରତକୁ ଖୁବ୍ ଶୀଘ୍ର ରାଫାଲ ଲଢ଼ୁଆ ବିମାନ ମିଳିବ ବୋଲି ଫ୍ରାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୩୬ ରାଫାଲ ବିମାନ (୩୦ଟି ଯୁଦ୍ଧ ବିମାନ, ୬ଟି ଟ୍ରେନର ବିମାନ) ନେଇ ଉଭୟ ଦେଶ ମଧ୍ୟରେ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ୨୦୨୦ ଏପ୍ରିଲ ସୁଦ୍ଧା ଏହା ଭାରତକୁ ମିଳିବ ବୋଲି…

ଲକ୍‌ଡାଉନ ରେସିପି : କେନ୍ଦୁଝରରୁ ଶୁଭସ୍ମିତା ବାରିକଙ୍କ ଚିକେନ ମୁଗଲାଇ ପରଟା

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ତାମିଲନାଡୁରୁ ନିଜ ଗାଁ’ରେ ପହଞ୍ଚିଲା ପ୍ରବାସୀ ଓଡ଼ିଆ ଶ୍ରମିକ ତ୍ରିନାଥଙ୍କ ମରଶରୀର

ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି। ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ ଓଡ଼ିଆ…

ପାଳନ ହେବ ବାବା ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା, ମିଳିଲା ଅନୁମତି

ଭୁବନେଶ୍ୱର: ପାଳନ ହେବ ବାବା ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବ । କଟକଣା ଭିତରେ ସମ୍ପନ୍ନ ହେବ ଶୀତଳ ଷଷ୍ଠୀ ଯାତ୍ରା। ଏନେଇ ବିଏମ୍‌ସି କମିଶନର ପକ୍ଷରୁ ମିଳିଛି ଅନୁମତି । ବ୍ରାହ୍ମଣ ନିଯୋଗ ସମିତିର ପ୍ରସ୍ତାବକୁ ବିଏମ୍‌ସି ପକ୍ଷରୁ ସବୁଜ ସଂକେତ ମିଳିଛି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ…

ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଶ୍ରୀଲଙ୍କା ପେସର ଗିରଫ

କଲମ୍ବୋ: ଶ୍ରୀଲଙ୍କାର ଯୁବ ପେସ ବୋଲର ଶେହାନ ମଧୁଶଙ୍କାଙ୍କୁ ସ୍ଥାନୀୟ ପୋଲିସ ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଗିରଫ କରିଛି । ୨୫ ବର୍ଷୀୟ ଏହି ଯୁବ ଖେଳାଳିଙ୍କୁ ୨ ସପ୍ତାହ ପାଇଁ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ନିକଟରୁ ୨ ଗ୍ରାମର ହେରୋଇନ ମିଳିଥିଲା । କରୋନା ଭାଇରସ ଯୋଗୁ ସାରା ଦେଶରେ…