ଏଏଆଇ ଦ୍ୱାରା ‘ଏୟାର ଓଡିଶା’ର ଉଡାଣ ଲାଇସେନ୍ସ ରଦ୍ଦ
ଭୁବନେଶ୍ୱର : ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଉଡାନ୍ ଯୋଜନାରେ ଏୟାର ଓଡ଼ିଶାର ଲାଇସେନ୍ସକୁ ବାତିଲ୍ କରିଛନ୍ତି।
କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବୈଷୟିକ ତ୍ରୁଟି ତଥା ବିଭିନ୍ନ ଆଳ ଦେଖାଇ ଏୟାର ଓଡ଼ିଶା ନିୟମିତ ବିମାନ ଉଡ଼ାଣ ନ କରିବାରୁ ଏଏଆଇ ଏହି ନିଷ୍ପତ୍ତି…