ଖୋଲିଲା ବଜେଟ ପେଡ଼ି, ଫୋକସ୍ରେ ଗାଁ ଓ କୃଷି
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗା ବଜେଟ ଲୋକସଭାରେ ଉପସ୍ଥାପନ କରୁଛନ୍ତି । ବଜେଟ ଅଭିଭାଷଣର ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ଓ କୃଷି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।-କୃଷି କ୍ଷେତ୍ରର ବିକାଶ ଲାଗି ୨.୩୮ ଲକ୍ଷ କୋଟି…