ବଲାଙ୍ଗୀର ଓ ଭୈଁସାପାଲ୍ଲୀ ମଧ୍ୟରେ ପରୀକ୍ଷା ମୂଳକ ନୂଆ ରେଳ ଲାଇନ୍ ଚାଲୁ ହେଲା
ବଲାଙ୍ଗୀର: ଖୋର୍ଦ୍ଧା ଓ ବଲାଙ୍ଗୀର ରେଳପଥ ମଧ୍ୟରେ ନୂତନ ଭାବେ ନିର୍ମିତ ହୋଇଥିବା ବଲାଙ୍ଗୀର- ଭୈଁସାପାଲ୍ଲୀ ରେଲୱେ ଲାଇନ ମଙ୍ଗଳବାର ଦିନ ପରୀକ୍ଷାମୂଳକ ଭାବେ ଚାଲୁ ହୋଇଛି ।
ଏହି ୧୯ କିଲୋମିଟର ଦୂରତାର ରେଲୱେ ଲାଇନର ପରୀକ୍ଷଣକୁ ରେଲୱେ ସେଫ୍ଟି କମିଶନର୍ (ସିଆରଏସ)କୁ ତଦାରଖ କରିଥିଲେ ।…