Latest Odisha News

BREAKING NEWS

ଆଜି ଅଭିଜିତ ମିତ୍ରଙ୍କୁ ଜେରା କରିବ କୋଣାର୍କ ପୋଲିସ

ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କୁ କୋଣାର୍କ ପୋଲିସ ଆଜି ଜେରା କରୁଛି । ସବ-ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସଡିଜିଏମ୍) କୋର୍ଟ ଅଭିଜିତଙ୍କୁ ୪ ଦିନ ରିମାଣ୍ଡରେ ନେବା ପାଇଁ ପୂର୍ବରୁ କୋଣାର୍କ ପୋଲିସକୁ ଅନୁମତି ଦେଇଥିଲା । ଭୁବନେଶ୍ୱର ସହିଦ ନଗର ଥାନା ପୋଲିଜ ଅଭିଜିତଙ୍କୁ ମଙ୍ଗଳବାର…

ସୋସିଆଲ ମିଡିଆରେ ପତ୍ନୀଙ୍କ ଆପତ୍ତିଜନକ ଫଟୋ ଛାଡି ସ୍ୱାମୀ ଗିରଫ

କଟକ : କଟକ ଜିଲ୍ଲା ନେମାଲ ଅନ୍ତର୍ଗତ କେରିଲୋ ଗ୍ରାମରେ ନିଜ ପତ୍ନୀଙ୍କ ଆପତ୍ତିଜନକ ଫଟୋକୁ ସୋସିଆଲ ମିଡିଆରେ ଛାଡିବା ଅଭିଯୋଗରେ ଜଣେ ଯୁବକଙ୍କୁ ଆଜି ପୋଲିସ ଗିରଫ କରିଛି । ଉକ୍ତ ଗିରଫ ଯୁବକ ଜଣଙ୍କ ବିକାଶ ରଂଜନ ସିଂହ, ଭୁବନେଶ୍ୱରର ଚିନ୍ତାମଣୀସ୍ୱର ଅଞ୍ଚଳର ବୋଲି ଜଣାପଡିଛି ।…

ଅଳ୍ପକେ ଖସିଗଲା ସୁନ୍ଦରୀ ବାଘୁଣୀ, ସାତକୋଶିଆରେ ବନବିଭାଗର କସରତ ଜାରି

ଅନୁଗୁଳ: ସାତକୋଶିଆ ଜଙ୍ଗଲରେ ଗତ ୨ଦିନ ଧରି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, ନିରାପତ୍ତାରକ୍ଷୀ, ବନବିଭାଗ କର୍ମଚାରୀଙ୍କ ସହାୟତାରେ ସ୍ୱତନ୍ତ୍ର ବିଶେଷଜ୍ଞ ଦଳର ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଅଭିଯାନ ଜାରି ରହିଛି । ବିଶେଷଜ୍ଞ ଦଳ ବୁଧବାର ରାତିରେ ସୁନ୍ଦରୀକୁ ଠାବ କରିଥିଲେ ମଧ୍ୟ…

ବିନା ଭିସାରେ ଭ୍ରମଣ କରିପାରିବେ ଏହି ସବୁ ଦେଶ

ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତି ଭ୍ରମଣ ପାଇଁ ଦେଶ ତଥା ବିଦେଶକୁ ପ୍ରଥମ ପସନ୍ଦ ଭାବେ ବାଛିଥାନ୍ତି । ବିଦେଶକୁ ଭ୍ରମଣରେ ଯିବା ପାଇଁ ହେଲେ ପାଖରେ ଭିସା ବା ପାସପୋର୍ଟ ରହିବା ନିହାତି ଜରୁରୀ ହୋଇଥାଏ । ଅନେକଙ୍କର ଧାରଣା ରହିଛି ଯେ ବିନା ଭିସା ଓ ପାସପୋର୍ଟରେ ବିଦେଶ ଯାଇହେବ ନାହିଁ ।…

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ତେଣୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପ୍ରବଳ ଭିଡ଼…

ସୁଟିଂ ଚାଲିଛି ଏବର୍ଷର ସବୁଠୁ ବଡ଼ ଆକ୍ସନ ମୁଭି ‘ତାନାଜୀ’…

ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ତାନାଜୀ- ଦ ଅନସଙ୍ଗ୍ ୱାରିୟର’ର ସୁଟିଂ ଆରମ୍ଭ କରିଦେଇଥିବା ଖବର ମିଳିଛି । ଏକଥା ନିଜେ ଅଜୟ ଟ୍ୱିଟ୍ଟରରେ ଏକ ଫଟୋ ସହ ସେୟାର୍ କରିଛନ୍ତି । ଏହି ଫଟୋରେ ଅଜୟଙ୍କ ବ୍ୟତୀତ ନିର୍ଦ୍ଦେଶକ ଓମ୍ ରାୱତ୍ ‘ତାନାଜୀ’…

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ନ୍ୟାୟପାଳିକାରେ ଅଚଳାବସ୍ଥା ଦୂର ପାଇଁ ହସ୍ତକ୍ଷେପ କରନ୍ତୁ ନବୀନ –…

ନୂଆଦିଲ୍ଲୀ: ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ସ୍ଥିତାବସ୍ଥାର ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।…

ପିପିପି ମୋଡରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ

ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କୌଶଳ ବିକାଶ ସଂସ୍ଥାନ (ଆଇଆଇଏସ) ପ୍ରତିଷ୍ଠା କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି…

ସଂଘର୍ଷପୂର୍ଣ୍ଣ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ ଟାଇରେ ସମାପ୍ତ

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶାଖାପାଟଣାଠାରେ ଖେଳାଯାଇଥିବା ୨ୟ ଦିନିକିଆ ଟାଇରେ ସମାପ୍ତ ହୋଇଛି । ନିର୍ଦ୍ଦାରିତ ୫୦ ଓଭରରେ ଭାରତର ୩୨୧/୬ ରନର ଜବାବରେ ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା କରି ୫୦ ଓଭର ଶେଷରେ ୭ୱିକେଟ ହରାଇ ୩୨୧ ରନ୍ କରିପାରିଛି । ଦଳୀୟ ସ୍କୋର…

ହକି ବିଶ୍ୱକପ ପରିଦର୍ଶକଙ୍କ ଲାଗି ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ‘ଓଡ଼ିଶା ପର୍ଯ୍ୟଟନ’ ବିଭାଗ ପକ୍ଷରୁ ଏକ ‘ଦିନରେ ଓଡ଼ିଶା ରାତିରେ ହକି’ ସ୍ପେସାଲ୍ ପ୍ୟାକେଜ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଏହି ବିଶେଷ ପ୍ୟାକେଜ୍ ଟୁର ମାଧ୍ୟମରେ ବିଦେଶୀ ତଥା ବାହାର ରାଜ୍ୟରୁ ଆସିଥିବା ଦର୍ଶକମାନେ ବିଶ୍ୱକପ ହକିର ମଜ୍ଜା ନେବା…