Latest Odisha News

BREAKING NEWS

ଯୌନ ଶୋଷଣର ଶୀକାର ହୋଇଥିବା ପୀଡ଼ିତାଙ୍କ ଲାଗି ଓଡ଼ିଶା ସରକାର ସହାୟତା ରାଶି ବୃଦ୍ଧି କଲେ

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଦିନ ଯୌନ ଶୋଷଣର ପୀଡ଼ିତା ତଥା ସେହି ଧରଣଣ ଯୌନ ଅପରାଧର ଶୀକାର ହୋଇଥିବା ପୀଡ଼ିତାଙ୍କ ଲାଗି ସହାୟତା ରାଶି ବୃଦ୍ଧି କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଦୁଷ୍କର୍ମ ବା ଯୌନ ଶୋଷଣର ଶୀକାର ହୋଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ସିଓଲ ଶାନ୍ତି ପୁରସ୍କାର’ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯିବା ନେଇ ସିଓଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ…

ଝାରପଡ଼ା ଜେଲରେ ଅଭିଜିତ ମିତ୍ର, ୪ ଦିନିଆ ରିମାଣ୍ଡରେ ନେଲେ କୋଣାର୍କ ପୋଲିସ

ଭୁବନେଶ୍ୱର: ଗବେଷଣାରତ ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର ଏବେ ଭୁବନେଶ୍ୱରର ଝାରପଡ଼ା ଜେଲରେ । ମଙ୍ଗଳବାର ରାତିରେ ଅଭିଜିତଙ୍କୁ ଏସଡ଼ିଜିଏମ କୋର୍ଟରେ ହାଜର କରାଯାଇଥିଲା । ତାଙ୍କର ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେବା ଫଳରେ ତାଙ୍କୁ ୧୪ ଦିନ ଲାଗି ବିଚାରାଧିନ ହାଜତରେ ରଖିବାକୁ…

ଆଶାକର୍ମୀଙ୍କ ଟ୍ରାଭେଲ୍ ଆଲାଉନ୍ସ ବୃଦ୍ଧି କଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ : ଆଶାକର୍ମୀ ମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବୁଧବାର ଦିନ ଠାରୁ ଦେଶରେ କର୍ମରତ ସମସ୍ତ ଆଶାକର୍ମୀଙ୍କ ଟ୍ରାଭେଲ୍ ଆଲାଉନ୍ସ (ଗସ୍ତ ଭତ୍ତା) କୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ସମସ୍ତ ଆଶାକର୍ମୀଙ୍କ ପରିବର୍ତ୍ତିତ (ଟିଏ)…

ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଟକ୍କର

ନୂଆଦିଲ୍ଲୀ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ବିଶାଖାପାଟଣାର ଏକ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ମ୍ୟାଚ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ । ଅନ୍ୟପକ୍ଷରେ…

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ତାଙ୍କର ସହଯୋଗୀ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଦୁର୍ନିୀତି ଅଭିଯୋଗ ଆସିବା ପରେ କେନ୍ଦ୍ରର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଦ୍ୱାରା ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ…

ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାରେ ସାରା ଓଡିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୁର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା । ଲୋକକଥାନୁଯାୟୀ ଓଡିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର…

ଜାଣନ୍ତୁ, ତୁଳସୀର କିଛି ନିଶ୍ଚିତ ଚମତ୍କାରୀ ଔଷଧୀୟ ଗୁଣ…

ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଯଥେଷ୍ଟ । ଏହି ଗଛ ହେଉଛି ଭକ୍ତି ତଥା ସ୍ୱାସ୍ଥ୍ୟବୃଦ୍ଧିର ମୂଳମନ୍ତ୍ର । ଓଡ଼ିଶା ସମେତ ଭାରତର ପ୍ରତି କୋଣ ଅନୁକୋଣରେ ଘରେ ଘରେ ତୁଳସୀ ଗଛ ପୂଜା କରାଯାଏ । ପ୍ରତିଦିନ ଅଧିକାଂଶ ଓଡ଼ିଆ ତଥା ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀପତ୍ର ସେବନ…

ପୁନରୁଦ୍ଧାର ପରେ ୨୪ରୁ ନୌପଡା-ଗୁଣୁପୁର ରେଳ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ବାତ୍ୟା ତିତଲିରେ ଅନେକ ଟ୍ରେନ ଲାଇନ ପ୍ରଭାବିତ ହୋଇଥିବାବେଳେ ସେଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି । ସେଥିମଧ୍ୟରୁ ନୌପଡା-ଗୁଣୁପୁର ରେଳ ଲାଇନର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟପକ୍ଷରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ…

ହତ୍ୟାକାଣ୍ଡକୁ ନେଇ ସମ୍ବଲପୁରରେ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅଇଁଠାପାଲି ଥାନାରେ ଛୁରାମାଡରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କରିଥିବା ନେଇ ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନା ଅନୁଯାୟୀ ଛୁରାମାଡରେ ଯୁବକଙ୍କ ମୃତ୍ୟୁପରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ…