Latest Odisha News

BREAKING NEWS

ଚାଷୀ ହିଁ ଦେଶ ଓ ଅର୍ଥନୀତିର ପ୍ରକୃତ ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଜନତା ମଇଦାନ ଠାରେ ‘କୃଷି ଓଡିଶା ୨୦୨୦’ର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି “ଆମେ ଚାହୁଁଛୁ ମୋ ରାଜ୍ୟରେ ଚାଷୀ ସମ୍ମାନର ସହ ବଞ୍ଚି ରହୁ । ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି…

ଗୁଗୁଲର ନୂଆ ସେବା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’; ଛଅ ଘଣ୍ଟା ପୂର୍ବରୁ କରିବ ପାଣିପାଗର ସୂଚନା !

ଭୁବନେଶ୍ୱର: ଗୁଗୁଲ ସବୁବେଳେ କିଛି ନୂଆ ନୂଆ ଟେକ୍ନୋଲୋଜି କୁ ଦିନକୁ ଦିନ ନୂଆ ନୂଆ ପ୍ରଣାଳୀରେ କିଛି କରିବାରେ ଲାଗିଛି | ନିକଟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ସଠିକ ଚିହ୍ନଟ କରିବାରେ ଚର୍ଚ୍ଚା ରେ ଥିଲାବେଳେ ଏବେ ଆଉ ଗୋଟେ ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି | କମ୍ପାନୀ ଦାବୀ କରିଛି ଯେ…

ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଭୂମିକା..

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ଯେଉଁ କେତେଜଣ ସଂଗ୍ରାମୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସୁଭାଷ ଚନ୍ଦ୍ର ବୋଷ । ଯିଏକି ଜନମାନସରେ ନେତାଜୀ ଭାବେ ଖୁବ୍ ପରିଚିତ ଥିଲେ । ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଠାରୁ ଏହି…

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି; ଏଭଳି କାହିଁକି କହିଥିଲେ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଅଗ୍ରଣୀ ତଥା ଓଡିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କୁ କିଏବା ନଜାଣେ । ତାଙ୍କର ବଳିଷ୍ଠ ନେତୃତ୍ୱ ଲାଗି ସେ ଦେଶ ତଥା ଦେଶ ବାହାରେ ଖୁବ୍ ପରିଚିତ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜିଲ୍ଲା ଓଡିଆ ବଜାର ଠାରେ…

କେନ୍ଦ୍ରୀୟ ବଜେଟ ୨୦୨୦: ମୋଦୀ ସରକାରଙ୍କ ଠାରୁ କିଛି ସମ୍ଭାବନା ଆଶାରେ ମଧ୍ୟମ ବର୍ଗ

ମୋଦୀ ସରକାର ନିଜର ବଜେଟ ଏକ ଫେବୃଆରୀ କୁ ଆଗତ କରିବେ | ଏହି ବଜେଟରୁ ଲୋକଙ୍କୁ ବହୁତ କିଛି ଆଶା କରାଯାଉଛି | ମଧ୍ୟମିତ ସରକାରୀ ଚାକିରିଆଙ୍କ ପାଇଁ ଇନକମ ଟ୍ୟାକ୍ସ ରିହାତି ଅଶକରାଯାଉଛି | ବ୍ୟାପାରୀମନେ ମଧ୍ୟ ଚାହୁଁଛନ୍ତି ଯେ ସରକାର ଟ୍ୟାକ୍ସ ରେ ରିହାତି ଦେବେ ବୋଲି | ସାଧାରଣ ଲୋକଙ୍କୁ ଏହି…

ଅଖତରଙ୍କ ରେକର୍ଡ ଭାଙ୍ଗିଲେ ପଥିରାନା !

ଶ୍ରୀଲଙ୍କା କ୍ରିକେଟ ଟିମର ଯୁବ ବୋଲର ମଥିଶୀ ପଥିରାନା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ରିପୋର୍ଟ ମୁତାବକ ୧୭ ବର୍ଷୀୟ ପଥିରାନା ଭାରତ ଟିମ୍ ବିରୋଧରେ ଗୋଟିଏ ବଲ ୧୭୫ କିଲୋମିଟର ପ୍ରତି ଘଂଟାରେ ପକାଇଥିଲେ । ଯାହା କି ଏକ ରେକର୍ଡ । ୧୭ ବର୍ଷ…

ଶିକ୍ଷା କେବଳ ଡିଗ୍ରୀ ହାସଲ ପାଇଁ ଉଦ୍ଦିଷ୍ଟ ନୁହେଁ: ଜଷ୍ଟିସ୍ ଘୋଷ

ଭୁବନେଶ୍ୱର: ଶିକ୍ଷା କେବଳ ଡିଗ୍ରୀ ହାସଲ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ମାତ୍ର ଏହା ମାଧ୍ୟମରେ ଜଣେ ମନୁଷ୍ୟ ଜୀବନର ନୈତିକ ମାନଦଣ୍ଡକୁ ସମୃଦ୍ଧ କରିଥାଏ ବୋଲି ସୋମବାର କହିଛନ୍ତି ଭାରତର ଲୋକପାଳ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ । ଶିକ୍ଷା ଏକ ସାମଗ୍ରୀକ ପ୍ରକ୍ରିୟା । ଆମେ କେବଳ ଗୋଟିଏ…

କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଷ୍ଟାଟଅପ୍ସ ତଥା ଉଦ୍ୟୋଗୀମାନଙ୍କୁ କ୍ରୀଡା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଭାରତରେ ପ୍ରଥମ ଥର ଲାଗି କ୍ରୀଡା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ୍ସ ଆଇଟି-୨୦୨୦’ ରବିବାର ଦିନ ଉଦଯାପିତ ହୋଇଯାଇଛି । ଓଡିଶା…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚାଖୀ ଖୁଣ୍ଟିଆଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଚାଖୀ ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ । ସେ ସିପାହୀ ବିଦ୍ରୋହ ଓ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଅନ୍ୟତମ ପରାମର୍ଶଦାତାଙ୍କ ଭାବେ ମଧ୍ୟ…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଆୟୁଷମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର । ଏହା ଏକ କମେଡି ଭିତ୍ତିକ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଆୟୁଷ୍ମାନ ସମାଜକୁ ପୁଣି ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ ଏହି…