ଅଡୁଆରେ ଆଇଟମ ଗାର୍ଲ୍ ରାକ୍ଷୀ ସାୱନ୍ତ, ତନୁଶ୍ରୀ କଲେ ମାନହାନି ମୋକଦ୍ଦମା
ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନକୁ ନେଇ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ସେହି ସମୟରେ ତନୁଶ୍ରୀଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଆଇଟମ ଗାର୍ଲ ରାକ୍ଷୀ ସାୱନ୍ତ ।
ଅଭିନେତ୍ରୀ ତନୁଶ୍ରୀ ‘ମି ଠୁ’ ଜରିଆରେ ପ୍ରଥମେ ନାନା…