କୃଷକ ଲୁକ୍ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ; ପ୍ରଶଂସା କଲେ ଉପ-ରାଷ୍ଟ୍ରପତି
ଚେନ୍ନାଇ: କୃଷକ ଗେଟ୍ଅପ୍ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ହାତରେ ଦା ଓ ଧାନ ଗଛ ଧରି ଚାଷ ଜମିରେ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର କେ.ପଲାନିସ୍ୱାମୀଙ୍କ…