ଆସନ୍ତୁ ବୁଲିଯିବା ସାନଘାଗରା…
ଆମ ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ପ୍ରକୃତିର ଐଶ୍ୱର୍ଯ୍ୟତାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସମୃଦ୍ଧିଶାଳୀ । ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ପ୍ରକୃତରେ ଭାବୁକ, କବି ତଥା ପ୍ରକୃତିପ୍ରେମୀ ମଣିଷମାନଙ୍କୁ ସ୍ତବ୍ଧ କରିଦେଇଥାଏ ।…