ଦାମ ଗ୍ୟାଙ୍ଗଷ୍ଟର୍ ଟିଟୋ ସହ ଲିଙ୍କ୍ ରଖିଛନ୍ତି: ସୂର୍ଯ୍ୟ ପାତ୍ର
ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ଗ୍ୟାଙ୍ଗଷ୍ଟର୍ ଟିଟୋ ସହିତ ପ୍ରତ୍ୟକ୍ଷ ଲିଙ୍କ୍ ଥିବାର ସୋମବାର ଦିନ ଅଭିଯୋଗ କରିଛି ବିଜେଡ଼ି ।
ଗଣମାଧ୍ୟମକୁ ସମ୍ବୋଧିତ କରି ବରିଷ୍ଠ ବିଜେଡ଼ି ନେତା ତଥା ଦଳର ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଅଭିଯୋଗ କରିଛନ୍ତି ଯେ, ଦାମଙ୍କ ପୁଅ ଇଫକୋରେ…