ମକର ପାଇଁ ଚଳଚଞ୍ଚଳ ମୟୁରଭଞ୍ଜ: କୁଡୁମୀ ସମ୍ପ୍ରଦାୟ କରିବେ ଟୁସୁ ଦେବୀଙ୍କ ପୂଜା
ବାରିପଦା: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନକୁ ସମଗ୍ର ଭାରତ ବର୍ଷରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଏ । ତେବେ ମୟୁରଭଞ୍ଜ ଜିଲ୍ଲାରେ ଏହି ଦିବସର ସ୍ୱତନ୍ତ୍ରତା ରହିଛି । ଏହି ଜିଲ୍ଲାରେ ବସବାସ କରୁଥିବା ଭିନ୍ନଭିନ୍ନ ସମ୍ପ୍ରଦାୟ ପକ୍ଷରୁ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଓ…