Latest Odisha News

BREAKING NEWS

ସିଲିଣ୍ଡର୍ ଫାଟି ଅଗ୍ନିକାଣ୍ଡ, ମାଆ-ଝିଅ ଜଳିଗଲେ

ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନର ଗୋଡ଼ିପାଟଣା ଗାଁ’ରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଜଳିଯାଇଛନ୍ତି । ଘଟଣାରୁ ପ୍ରକାଶ, ଗୋଡ଼ିପାଟଣା ଗ୍ରାମର ଦୁର୍ଯ୍ୟୋଧନ ପୋଥାଳଙ୍କ ରୋଷେଇ ଘରେ ଏହି ମର୍ମନ୍ତୁଦ ଗ୍ୟାସ ଅଗ୍ନିକାଣ୍ଡ ଘଟିଛି । ସକାଳେ ରୋଷେଇଘରେ…

ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ପୁରୀ ସମେତ ୫ଟି ପୌରାଞ୍ଚଳରେ ନିଷିଦ୍ଧ ହେବାକୁ ନେଇ ରାଜ୍ୟ ସରକାର ଆଜି ଏକ ଡ୍ରାଫ୍ଟ ସହ ନିର୍ଦ୍ଦେଶନାମା ଜାରି କରଛନ୍ତି । ଫଳରେ ରାଜ୍ୟର ୬ଟି ସ୍ଥାନରେ ମ୍ୟୁନିସିପାଲିଟି ପକ୍ଷରୁ ଧାର୍ଯ୍ୟ ସୀମା ବାହାରେ ପ୍ଲାଷ୍ଟିକର ବ୍ୟବହାର ହୋଇପାରିବ…

କଳାହାଣ୍ଡିରେ ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା, ୩ ଗିରଫ

ଭବାନୀପାଟଣା: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣ ଲୋକ ଜଣେ ବ୍ୟକ୍ତିକୁ ହତ୍ୟା କରିବା ଘଟଣା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଏହି ଘଟଣାରେ ଗିରଫ ହୋଇଥିବା…

ଝଡ଼ତୋଫାନ ସହ ୨୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ଯୋଗୁଁ ରାଜ୍ୟର ୨୫ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ…

ଏକ୍ସପାଏରୀ ଇଞ୍ଜେକସନକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାପା ଉତ୍ତେଜନା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏମ.ଭି ୧୯ ଗ୍ରାମରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକସନ ଦେବା ନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଗୋପାଳ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅସୁସ୍ଥତା କାରଣରୁ ଏହି…

ଟ୍ରେନ୍ ପଛରେ କାହିଁକି ଥାଏ ଛକି ଚିହ୍ନ ? ଜାଣନ୍ତୁ କାରଣ…

ଅନେକ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବାଆସିବା କରିଥାନ୍ତି । ଟ୍ରେନର ଶେଷ ଆଡକୁ ଥିବା ଡବା ପଛରେ ଅଙ୍କା ଯାଇଥିବା ଚିହ୍ନ ଉପରେ ସମସ୍ତଙ୍କର ନଜର ପଡିଥିବ । କେହିକେହି ଚିହ୍ନକୁ ଦେଖିଥିବେ ତ ଆଉ କାହାର ନଜର ସେ ଦିଗ ଆଡେ ଯାଇନଥିବ । ବଗି ଗୁଡିକର କନେକ୍ସନରେ କୌଣସି ଯାନ୍ତ୍ରିକ…

ଆସିଲା ସୁପ୍ରିମ ରାୟ: ସହମତିରେ ସମଲିଙ୍ଗୀ ସମ୍ପର୍କ ଆଇନସିଦ୍ଧ

ନୂଆଦିଲ୍ଲୀ: ସହମତିରେ ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ ! ସମ୍ବିଧାନର ଧାରା ୩୭୭ ଉଚ୍ଛେଦ କରିବା ପରି ଏକ ଐତିହାସିକ ଶୁଣାଣି କରିଛନ୍ତି ଆଜି ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏବେ ଭାରତରେ ସମଲିଙ୍ଗୀ ସମାଜ ସମଲିଙ୍ଗୀ ଯୌନ ସମ୍ପର୍କ ରଖିପାରିବେ, ଏବେ ଏହା…

ପ୍ରବଳ ବର୍ଷାରେ କଟକ-ଭୁବନେଶ୍ୱର ବେହାଲ୍, ସ୍କୁଲ-କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଗତ ୩୬ ଘଣ୍ଟା ଧରି ଲଗାଣ ବର୍ଷାରେ କଟକ-ଭୁବନେଶ୍ୱର ଜଳାର୍ଣ୍ଣବ ହୋଇପଡ଼ିଛି । ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ଜୀବନଯାତ୍ରା ଏକରକମ ବ୍ୟାହତ ହୋଇପଡ଼ିଛି । କଟକର ଜନଗହଳିପୂର୍ଣ୍ଣ ବାଦାମବାଡ଼ିରେ ବର୍ଷାଜଳ ୨ ଫୁଟ ଉଚ୍ଚରେ ରହି ରାସ୍ତା ଉପରେ ବହି ଚାଲିଛି ।…

ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ୪୦୧.୯୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ମଞ୍ଜୁର କରିଛନ୍ତି । କେନ୍ଦ୍ର ସରକାର ଏଥିଲାଗି ୪୦୧.୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଠାରେ…

ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଶତାଧିକ ବ୍ୟକ୍ତିଙ୍କ ବିଜେଡ଼ିରେ ଯୋଗଦାନ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର, ପଟାଙ୍ଗୀ, ସେମିଳିଗୁଡ଼ା ବ୍ଲକର ୨୦୦ରୁ ଊଦ୍ଧ୍ୱର୍ ନେତା, କର୍ମୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ପ୍ରଶାସକ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନାଏବ ସରପଞ୍ଚ, କୃଷକ ନେତା, ମହିଳା ନେତ୍ରୀ, ଯୁବ ଓ…