Latest Odisha News

BREAKING NEWS

ଧଡ଼କ୍ ରିଲିଜ୍ ପରେ ବଢୁଛି ଜାହ୍ନବୀଙ୍କ ପପୁଲାରିଟି !

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଏବେ ବଲିଉଡ଼ର ଜଣେ ବ୍ୟସ୍ତ ନାୟିକା । ବଲିଉଡ଼ରେ ନୂଆକରି ପାଦ ଦେଉଦେଉ ହିଁ ସୁନ୍ଦରୀ ଜାହ୍ନବୀଙ୍କ ଲୋକପ୍ରିୟତା ବେଶ୍ ବଢି ଚାଲିଛି । ଧଡ଼କ୍ ରିଲିଜ୍ ହେବାପରେ ଜାହ୍ନବୀଙ୍କୁ ଏବେ ଟିକେ ବି ଫୁରସୋତ୍ ମିଳୁନି । ତାଙ୍କର ଡ଼େବ୍ୟୁ ଫିଲ୍ମରେ ଜାହ୍ନବୀ…

ରେଲୱେ ୱାର୍କସପ୍ ଓ ପ୍ରଡକ୍ସନ ୟୁନିଟରେ ବ୍ୟବହାର ହେବ ପ୍ରାକୃତିକ ଗ୍ୟାସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ରେଲ ଭବନରେ ଆଜି ଭାରତୀୟ ରେଳବାଇ ଓ ଗେଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଚୁକ୍ତିନାମାକୁ ଭାରତୀୟ ରେଳବାଇ ପକ୍ଷରୁ ଇଣ୍ଡିଆନ ରେଲୱେ ଅର୍ଗାନାଇଜେସନ ଫର ଅଲଟରନେଟ ଫୁଏଲ୍ସର ଶ୍ରୀ ଚେତରାମ ଏବଂ ଗେଲ୍ ଇଣ୍ଡିଆ ପକ୍ଷରୁ…

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧୀ: ଡ଼ିଜିସିଏ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୌଭାଗ୍ୟକ୍ରମେ ଅଳ୍ପକେ ଏକ ନିଶ୍ଚିତ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଡ଼ାଇରେକ୍ଟୋରେଟ୍ ଜେନେରାଲ୍ ଅଫ ସିଭିଲ୍ ଆଭିଏସନ (ଡ଼ିଜିସିଏ) ଏକ ଯାଞ୍ଚ ରିପୋର୍ଟରେ ଏହା କହିଛନ୍ତି । ସୂଚନାଯୋଗ୍ୟ, ଦେଢମାସ ପୂର୍ବରୁ କର୍ଣ୍ଣାଟକରେ…

ଆଇଆରସିଟିସି ଟେଣ୍ଡର ସ୍କାମ: ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମିଳିଳା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ଆଇଆରସିଟିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଜାମିନ ପ୍ରଦାନ କରିଛି । ଏଥିସହିତ ସେମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଜମାନତ…

କନ୍ଧମାଳ: ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସାଇନିପଡା ସାହିରେ ଜଣେ ମହିଳାଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି । ମୃତ ମହିଳାଙ୍କ ନାମ ରଙ୍ଗବତୀ ବେହେରା (୫୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଘର ଠାରୁ ପ୍ରାୟ ୧୫ମି. ଦୂରରେ ରଙ୍ଗବତୀଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।…

ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ସୁନା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୩୪୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୧୦.୫୬ ଲକ୍ଷରୁ ଉଦ୍ଧ୍ୱ ହେବା ନେଇ ଜଣାପଡିଛି ।…

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଝାରସୁଗୁଡା ବିମାନବନ୍ଦର ପରିଦର୍ଶନ କଲେ

ଝାରସୁଗୁଡା : ଆସନ୍ତା ସେପ୍ଟେମ୍ବର ୨୨ରେ ଝାରସୁଗୁଡାର ନବନିର୍ମିତ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବାକୁ ଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ଏଥିସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ…

ଏମସରୁ ଫେରିଲେ ପପୁ, ଭିଡିଓ ଜାରି କରି ଗୁଜବକୁ କଲେ ଖଣ୍ଡନ

ଭୁବନେଶ୍ୱର : ସୋସିଆଲ ମିଡିଆରେ କମେଡି କିଙ୍ଗ୍ ପପୁ ପମପମଙ୍କ ମୃତ୍ୟୁକୁ ନେଇ ଉଠୁଥିବା ମିଛ ଗୁଜବକୁ ଏକ ଭିଡିଓ ଜାରି କରି ଖଣ୍ଡନ କରିଛନ୍ତି ନିଜେ ପପୁ । ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି ଯେ “ମେଡିକାଲର ନିୟମ ଅନୁଯାୟୀ ଚିକିତ୍ସାର ମାସକ ପରେ ପୁଣିଥରେ ମେଡିକାଲ ଯାଇ ନିଜ…

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ । ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,…

ଏସୀୟ କ୍ରୀଡ଼ା: ମହିଳା ହକି ସ୍ୱର୍ଣ୍ଣ ଲାଗି ଆଜି ଭାରତ-ଜାପାନ ଟକ୍କର, ଲଢିବେ ୪ ଓଡ଼ିଆ ଝିଅ

ଜାକର୍ତ୍ତା: ଓଡ଼ିଆ ଝିଅମାନେ ଆଜି ପ୍ରାଣପଣେ ଲଢିବେ ହକି ମୈଦାନରେ । ଭାରତକୁ ହକିରେ ସ୍ୱର୍ଣ୍ଣ ପଦକ ଜିତାଇବା ପାଇଁ ଆଜି ଭାରତୀୟ ଦଳରେ ଥିବା ୪ଜଣ ମହିଳା ଓଡ଼ିଆ ଖେଳାଳି ଦମଦାର ଲଢିବେ । ଭାରତ ଆଜି ମହିଳା ହକି ଫାଇନାଲରେ ଜାପାନ ସହିତ ଖେଳିବାକୁ ଯାଉଛି । ଭାରତୀୟ ମହିଳା ହକି ଦଳ ଏସୀୟ…