Latest Odisha News

BREAKING NEWS

ରିଙ୍ଗକୁ ଫେରିବେ ମାଇକ ଟାଇସନ

ନୂଆଦିଲ୍ଲୀ: ବକ୍ସିଂ ଦୁନିଆର ବେତାଜ ବାଦଶାହା ଭାବେ ପରିଗଣିତ ମାଇକ ଟାଇସନ ୧୫ ବର୍ଷ ପରେ ରିଙ୍ଗକୁ ଫେରୁଛନ୍ତି । ୮୦ ଦଶକରେ ବକ୍ସିଂ ଦୁନିଆରେ ରାଜୁତି କରୁଥିବା ଟାଇସନ ଏଥିର କିନ୍ତୁ ଚ୍ୟାରିଟି ସଂସ୍ଥା ପାଇଁ ଅର୍ଥ ଯୋଗାଡ କରିବା ଉଦ୍ଦେଶ୍ୟରେ ରିଙ୍ଗକୁ ଫେରିବେ । ଏ ନେଇ ଟାଇସନ ସୋସିଆଲ…

ପ୍ରସ୍ତୁତ ହେଉଛି ଭୁବନେଶ୍ୱର; ଆସନ୍ତା ଫେବୃଆରୀରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଫୁଟବଲ୍ ମହାକୁମ୍ଭ ଆୟୋଜିତ ହେବା ନେଇ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଏବଂ ଲୋକାଲ୍ ଅର୍ଗାନାଇଜିଂ କମିଟି (ଏଲଓସି)…

କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ ଅଭିଜ୍ଞତା

ଭୁବନେଶ୍ୱର: ରାଜ୍ୟର ସର୍ବପ୍ରଥମ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କୁ ସେବା କରିଥିବା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ୱର୍ଣ୍ଣପ୍ରଭା ବଖାଣିଲେ ଅଭିଜ୍ଞତା । ଏହି ସମୟରେ ସେ ନିଜ କୁ ସମ୍ବାଳି ନପାରି କାନ୍ଦି ମଧ୍ୟ ପକାଇଛନ୍ତି । ଆଜି କୋଭିଡ୧୯କୁ ନେଇ…

ଜାରି ରହିବ ବନ୍ଦେ ଭାରତ ମିଶନ, ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଜାରି ରହିବ ବନ୍ଦେ ଭାରତ ମିଶନ । ଲକଡାଉନ ଯୋଗୁଁ ବିଶେଦରେ ହଜାର ହଜାର ଭାରତୀୟ ଫଶି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି ଭାରତ ସରକାର । ବନ୍ଦେ ଭାରତ ମିଶନର ପ୍ରଥମ ପର‌୍ୟ୍ୟାୟ ୧୫ ତାରିଖ ଯାଏଁ ଜାରି ରହିବ । ଏଥିରେ ୬୪ଟି ବିମାନରେ ପ୍ରବାସୀ ଭାରତୀୟ…

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ରହିଛି ୫୦ % ମାମଲା !

ନୂଆଦିଲ୍ଲୀ: ଦେଶରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଖୁ ଦେଖୁ ଏହି ସଂଖ୍ୟା ୭୦ହଜାର ଅତିକ୍ରମ କରି ସାରିଲାଣି । ତେବେ ଭାରତର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୫ ଟି ଜିଲ୍ଲାରେ ୬୪ପ୍ରତିଶତ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର

ପାଟନା: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର୍ ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର । କରୋନା ମହାମାରୀ ସମୟରେ ଆମେରିକାରେ ରହୁଥିବା ପ୍ରାୟ ୮୦୦୦୦ ଛାତ୍ରଛାତ୍ରୀ ମାନଙ୍କ…

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗାର ଏବଂ ପାଶ୍ୱର୍ବର୍ତ୍ତୀ ସୁମାତ୍ରା ଉପକୂଳ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱବର୍ତ୍ତୀ ଅଂଚଳର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର…

ଦେଶରେ କମ ରହିଛି କରୋନା ମୃତ୍ୟୁହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁରା ଦେଶକୁ କବଳିତ କରିଛି ମହାମାରୀ କରୋନା । ଚାରିଆଡେ କରୋନା ପାଇଁ ହା ହା କାର ପରିସ୍ଥିତି । ଏବେ ଯାଏଁ ବିଶ୍ୱରେ କରୋନାରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ ୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ୨୧୫ଟି ଦେଶ କରୋନା ଦ୍ୱାରା…

ହାଇଦ୍ରାବାଦରୁ ପାଦରେ ଚାଲି ବାଲେଶ୍ୱର ପହଞ୍ଚିଲେ ୧୦୦ ପ୍ରବାସୀ ଶ୍ରମିକ

ବାଲେଶ୍ୱର: ହାଇଦ୍ରାବାଦରୁ ପାଦରେ ଚାଲି ଚାଲି ୧୦୦ରୁ ଅଧିକ ଶ୍ରମିକ ବାଲେଶ୍ୱର ଜିଲ୍ଲାର ରେମୁଣାରେ ସୋମବାର ଦିନ ପହଞ୍ଚିଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକମାନେ ବସ୍ତା ବ୍ଳକ ଅନ୍ତର୍ଗତ କେଶୁଡ଼ିହ ପଞ୍ଚାୟତର ବାସିନ୍ଦା । ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ବେଗମପେଟ୍ ଅଞ୍ଚଳରେ…

ଲଦାଖ ସୀମାରେ ଉଡିଲା ଚୀନର ସାମରିକ ହେଲିକପ୍ଟର

ନୂଆଦିଲ୍ଲୀ: ଲଦାଖ ସୀମାରେ ଉଡିଲା ଚୀନର ହେଲିକପ୍ଟ । ମହାମାରୀ କରୋନା ଭାଇରସ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଚୀନ୍ ଏଭଳି ଉଦ୍ୟମ ଆରମ୍ଭ କରିଛି । ସେ ନିଜ ପଡୋଶୀ ଦେଶମାନଙ୍କ ସହ ଶତ୍ରୁତାପୂର୍ଣ୍ଣ ବ୍ୟବହାର ଆରମ୍ଭ କରିଛି । ଚାଇନାର ପିପୁଲ୍‌ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ…