Latest Odisha News

BREAKING NEWS

କଟକ: ଖୋଲାଖୋଲି ମଦ ବିକ୍ରିକୁ ସ୍ଥାନୀୟ ଲୋକଙ୍କ ବିରୋଧ

କଟକ : କଟକର ବାଙ୍କି ଥାନା ଅନ୍ତର୍ଗତ କରବର ଗାଁ ନିକଟରେ ବ୍ୟାପକ ମଦ ବିକ୍ରିକୁ ବିରୋଧ କରି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ବେଧଡକ ଚାଲିଥିବାବେଳେ ଏହାକୁ ନେଇ…

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ କଥାରେ ଅଛି – ଗୋଡ଼ ଥିଲେ, ସମସ୍ତେ ଚାଲିପାରନ୍ତି, କିନ୍ତୁ ହାତ ଥିଲେ ସମସ୍ତେ ଲେଖିପାରନ୍ତି ନାହିଁ । ଠିକ୍ ସେହିପରି ବିବାହ କରି ସମସ୍ତେ ସନ୍ତାନ ଜନ୍ମ କରିପାରନ୍ତି, କିନ୍ତୁ,…

ଦୂତିଙ୍କୁ ଶୁଭେଚ୍ଛାର ସୂଅ: ଦୌଡରାଣୀ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡ଼ିଆଙ୍କ ଗର୍ବ ଓ ଗୌରବ ଦୂତି ଚାନ୍ଦ ଏବେ ଭାରତର ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏସୀୟ କ୍ରୀଡ଼ାରେ ଦୂତିଙ୍କ ସଫଳତାରେ ସାରା ଦେଶରୁ ଶୁଭେଚ୍ଛାର ସୂଅ ଛୁଟିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଫୋନ…

“ମୁଖ୍ୟମନ୍ତ୍ରୀଙ୍କ ଅକୁଣ୍ଠ ସାହାଯ୍ୟ ଲାଗି ମୁଁ ଆଜି ଏହି ସଫଳତା ହାସଲ କରିପାରିଛି”: ଦୂତି ଚାନ୍ଦ

ଜାକର୍ତ୍ତା: ଓଡ଼ିଆ ଝିଅ ଦୂତି ଚାନ୍ଦ ଆଜି ଭାରତର ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏସୀୟ କ୍ରୀଡ଼ାରେ ଚମତ୍କାର ଦୌଡ଼ ପ୍ରଦର୍ଶନ କରି ଦୂତି ଭାରତୀୟ କ୍ରୀଡ଼ା ଜଗତରେ ଇତିହାସ ରଚିଛନ୍ତି । ଚଳିତ ଏସିଆନ ଗେମ୍ସରେ ଦୂତି ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରି ଦୂତି…

୨ଟି ରୌପ୍ୟ ପାଇ ଇତିହାସ ରଚିଲେ ଦୂତି ଚାନ୍ଦ, ୨୦୦ ମିଟରରେ ଜିତିଲେ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ପୁଣି ଇତିହାସ ରଚିଛନ୍ତି । ମହିଳା ୨୦୦ ମିଟର ଦୌଡ଼ରେ ଦୂତିଙ୍କୁ ମିଳିଲା ରୌପ୍ୟ ପଦକ । ସୁନ୍ଦର ଦୌଡ଼ ପ୍ରଦର୍ଶନ କରି ଦୂତି ଏସୀଆନ ଗେମ୍ସରେ ଆଜି ଭାରତ ଲାଗି ୨ୟ ରୌପ୍ୟ ପଦକ ହାସଲ କରିପାରିଛନ୍ତି । ଦୂତି ଚାନ୍ଦ ଏହି ୨୦୧୮ ମସିହା ଏସୀୟ କ୍ରୀଡ଼ା…

୨% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ବଢିଲା ମହଙ୍ଗା ଭତ୍ତା । ଏହି ସୁବିଧା କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପାଇପାରିବେ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଜି ସରକାର ୨% ମହଙ୍ଗା ଭତ୍ତ ବୃଦ୍ଧି କରିଛନ୍ତି । ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଥିବାବେଳେ…

ପରିଷଦ ପାଲା

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ବିଧାନ ପରିଷଦ । ର୍ନିବାଚନ ଅଳ୍ପ ଦିନ ଆଗରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ ମଧ୍ୟ ସେଥିରେ ମୋହର ମାରିଛି । କିନ୍ତୁ ସେଇଟି ସତରେ କେତେ ଦରକାର ଓ କଣ ପାଇଁ ଏପରି କରାଗଲା ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଗଲା…

ମହାନଦୀ ବନ୍ୟା: ସ୍ଥିତି ନିୟନ୍ତ୍ରଣାଧିନ – ଏସ୍ଆରସି

ଭୁବନେଶ୍ୱର : ମହାନଦୀରେ ବନ୍ୟାର ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି । ଏଥିସହିତ ଲଗାତାର ଭାବେ ଖଇରମାଳ, ବାରମୂଳ ଓ ମୁଣ୍ଡଳି ବ୍ୟାରେଜର ଜଳସ୍ତର ଉପରେ ନଜର ରଖାଯାଇଛି । ଏବେ ମୁଣ୍ଡଳିରେ ପାଖାପାଖି…

ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାର ସିଂହ ସଫାରୀରେ ଆଜି ସକାଳେ ପୁଣି ଏକ ସିଂହର ମୃତ୍ୟୁ ଘଟିଛି । ଚିଡ଼ିଆଖାନାରେ ଚିକିତ୍ସାଧୀନ ଥିବା ଏହିି ସିଂହକୁ ୮ବର୍ଷ ବୟସ ହୋଇଥିଲା । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ମଙ୍ଗଳବାର ସକାଳୁ ଏହି ସିଂହଟି କୌଣସି କାରଣରୁ ଗୁରୁତର ଭାବେ…

ଏସୀୟ କ୍ରୀଡ଼ା: ୮୦୦ ମିଟର ଦୌଡ଼ରେ ଭାରତକୁ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଲା

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ବିଭିନ୍ନ କ୍ରୀଡ଼ାରେ ବେଶ୍ ସଫଳତା ମିଳିପାରିଛି । ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତୀୟ ସ୍ପ୍ରିଣ୍ଟର୍ ମନଜିତ୍ ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଅନ୍ୟତମ ଭାରତୀୟ ଧାବକ ଜିନସନ ଜନସନଙ୍କୁ ରୌପ୍ୟ ପଦକ ମିଳିଛି । ସେହିପରି…