ଭୁବନେଶ୍ୱର-ନୂଆଦିଲ୍ଳୀ ସ୍ୱତନ୍ତ୍ର ଟ୍ରେନରେ ଲାଗିଲା ୫ ନୂଆ ବଗି
ଭୁବନେଶ୍ୱର: ଦୀର୍ଘ ଦେଢ଼ମାସ ପରେ ପୁଣିଥରେ ଆଜିଠାରୁ ଟ୍ରାକ୍ରେ ଗଡିଛି ଟ୍ରେନ୍ । ୧୫ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ ହୋଇଛି । ଏହା ୧୫ଟି ସହରକୁ ଗଡିବ ।
ତେବେ ଅଧିକ ଯାତ୍ରୀ ହେବା କାରଣରୁ ଭୁବନେଶ୍ୱର ଛାଡିବାକୁ ଥିବା ଟ୍ରେନରେ ୫ଟି ବଗି ଅଧିକ ଲଗାଯାଇଛି । ରେଳବାଇ ଅନୁସାରେ…