Latest Odisha News

BREAKING NEWS

ଦେଖନ୍ତୁ: ୟୁନିସେଫର ମ୍ୟୁଜିକ୍ ଭିଡିଓରେ ସ୍ଥାନ ପାଇଲା ଓଡିଶା ଛାତ୍ରାଛାତ୍ରୀଙ୍କ ଲୋକନୃତ୍ୟ

ରାୟଗଡା: ରାୟଗଡ ଜିଲ୍ଲା ଭାକୁରଗୁଡା ସ୍ଥିତ ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଆଦିବାସୀ ଲୋକନୃତ୍ୟ ୟୁନିସେଫ ମ୍ୟୁଜିକ ଭିଡ଼ିଓରେ ସ୍ଥାନ ପାଇଛି। ୟୁନିସେଫ ମ୍ୟୁଜିକ ଭିଡ଼ିଓ ରେ ଏହାର ଟାଇଟଲ ରଖାଯାଇଛି 'ୱେକଅପ' । ୟୁନାଇଟେଡ଼ ନେସନସ୍ ଏଜେନ୍ସି ଏହାକୁ ନିଜ ସୋସିଆଲ…

କନ୍ଦାଉଛି ପିଆଜ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ୱର: ‘ସମୟର ସ୍ୱର’... ପ୍ରାୟତଃ କିଲୋ ପ୍ରତି ୧୨ରୁ ୧୫ ଟଙ୍କା ରହୁଥିବା ପିଆଜ, ଦୀର୍ଘ ଦୁଇ ମାସ ହେବ ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ଉପର ତଳ ହେଉଛି । ହେଲେ ସେଥିରୁ କମିବାର ନା ଧରୁନି । ବିଚରା ଖାଉଟି ମାନେ ପିଆଜ ଲୁହରେ ହନ୍ତସନ୍ତ ହେଲେଣି । ଆମ ଦେଶରେ…

ଉତ୍ତର ଭାରତରେ ଘନକୁହୁଡି: ଜାଣନ୍ତୁ, ଓଡିଶାରୁ କେଉଁ ଟ୍ରେନ୍ ବିଳମ୍ବରେ ଚାଲିବ

ଭୁବନେଶ୍ୱର: ଉତ୍ତର ଭାରତରେ ହେଉଥିବା ଘନ କୁହୁଡିକୁ ଦୃଷ୍ଟିରେ ରଖି କନେକ୍ଟିଂ ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ କରାଯାଇଛି । ପୂର୍ବତଟ ରେଳବାଇ(ଇସିଓଆର)ର…

ପର୍ଯ୍ୟଟନ ମାନଚିତ୍ରରେ ସମ୍ବଲପୁର: ମନ ମୋହୁଛି ପ୍ରାକୃତିକ ଶୋଭାରାଜି….

ସମ୍ବଲପୁରୀ: ଦେଶ ବିଦେଶରେ ସମ୍ବଲପୁର ଜିଲ୍ଲା ତାହାର ସମ୍ବଲପୁରୀ ଶାଢୀ ପାଇଁ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁର ଜିଲ୍ଲାର ଐତିହାସିକ ପୃଷ୍ଠା ଅନୁଧ୍ୟାନ କଲେ ଏଥିରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ଥିବା ଆତ୍ମ ବଳିଦାନର କାହାଣୀ ନିହିତ ଅଛି । ପାମ୍ପେ ରଚିତ ପୁସ୍ତକ…

ଜେଏନୟୁରେ ଛାତ୍ରଙ୍କୁ ଆକ୍ରମଣ ଘଟଣାର ନିନ୍ଦା କଲେ ନବୀନ

ଭୁବନେଶ୍ୱର: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଗତକାଲି ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖବ୍ୟକ୍ତ କରିଛନ୍ତି । ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର…

ବିଶ୍ୱର ବୟସ୍କା ମହିଳା ପାଳିଲେ ୧୧୭ତମ ଜନ୍ମଦିବସ !

ଟୋକିଓ: ଜାପାନର କେନ ତନାକା ବିଶ୍ୱର ଜୀବିତ ବୟସ୍କା ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୧୧୭ତମ ଜନ୍ମଦିନ ଇତି ମଧ୍ୟରେ ପାଳନ କରିଛନ୍ତି । ୨ ଜାନୁୟାରୀ ୧୯୦୩ରେ ଏହି ମହିଳା ଜଣକ ଜନ୍ମ ଗ୍ରହଣ କରିଥିଲେ । ଗତ ବର୍ଷ ସେ ବୟସ୍କା ମହିଳା ଭାବେ ଜିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ…

ଆସନ୍ତାକାଲି ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ !

ଭୁବନେଶ୍ୱର: ମରାମତି କାର୍ଯ୍ୟ ନିମନ୍ତେ ମଙ୍ଗଳବାର ଦିନ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ନୟାଗଡ଼ର ଏହିସବୁ ଅଞ୍ଚଳରେ ବିଦ୍ୟୁତସେବା ବନ୍ଦ ରହିବା ନେଇ ସେସୁ ପକ୍ଷରୁ ସୂଚନା ଜାରି ହୋଇଛି । ଭୁବନେଶ୍ୱର- ସହରାଞ୍ଚଳ( ଅର୍ବାନ) ଭିଏସଏସ ନଗର, ଜ୍ଞାନଭାରତୀ, ସତ୍ୟ ନଗର- ସକାଳ ୮ ଟାରୁ…

ଖୁବଶୀଘ୍ର ପରଦାକୁ ଫେରୁଛନ୍ତି ୯୦ ଦଶକର ଏହି ହିଟ ଯୋଡ଼ି !

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ପୁଣି ଫେରୁଛନ୍ତି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ।୯୦ ଦଶକର ହିଟ ଯୋଡି ସିଦ୍ଧାନ୍ତ ରଚନାଙ୍କୁ ପୁଣି ଥରେ ଦର୍ଶକ ପରଦାରେ ଦେଖିବା ନେଇ ଚର୍ଚ୍ଚା ହେଉଛି । ରଚନା ଓଲିଉଡକୁ ଫେରୁଥିବା ନେଇ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଥିବା ବେଳେ…

ଚୁଲବୁଲି ଆଥିୟାଙ୍କ ସହ ଡେଟ୍ କରୁଛନ୍ତି କ୍ରିକେଟର୍ ରାହୁଲ୍ !

ମୁମ୍ବାଇ: ଟିମ୍ ଇଣ୍ଡିଆର ଯୁବଷ୍ଟାର କେଏଲ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜୋର ଧରିଛି । ଭାରତୀୟ କ୍ରିକେଟର ଏହି ପ୍ରତିଭାବାନ ଖେଳାଳିଙ୍କ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅଙ୍କ ପାଖରେ ବୋଲ୍ଡ ହୋଇଯାଇଥିବା ଜଣାପଡିଛି । ପାଖାପାଖି ୨ ବର୍ଷ ହେବ ରାହୁଲ ତାଙ୍କ…

ବିଧାୟକଙ୍କୁ ଲାଗିଲା କାଳିସୀ; ସୋସିଆଲ୍ ମିଡିଆରେ ବଢିଲା ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଗ୍ରାମରେ ଜଣେ ବିଧାୟକଙ୍କ ଦେହରେ କାଳିସୀ ଲାଗିବା ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଆଠମଲ୍ଲିକ ଆମ୍ବସରମୁଣ୍ଡା ଗ୍ରାମରେ ରବିବାର ଦିନ ଶାମ୍ବ ଦଶମୀ ପୂଜା ଚାଲୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ଗଣ୍ଡ…