Latest Odisha News

BREAKING NEWS

ବାବୁସାନଙ୍କୁ ସାଥ୍ ଦେଲେ ସୁନ୍ଦରୀ ସନମୀରା: ‘ଲୋକାଲ୍ ଟୋକା ଲଭ୍ ଚୋଖା’ ରେ ଜମିଲା ଦୁହିଁଙ୍କ ଯୋଡ଼ି

ଭୁବନେଶ୍ୱର : ସୁନ୍ଦରୀ ସନମୀରା ପୁଣି ଫେରିଛନ୍ତି ରୂପେଲୀ ପରଦାକୁ । ଏଥର କିନ୍ତୁ ଦର୍ଶକ ସାନ୍ ମାନେ ବାବୁସାନ୍ ଙ୍କ ସହିତ ସନମୀରାଙ୍କୁ ରୋମାଣ୍ଟିକ୍ ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଫିଲ୍ମରେ ଦେଖିବାକୁ ପାଇବେ । ଅଗଷ୍ଟ ୧୦ରେ ରିଲିଜ୍ ହେବାକୁ ଥିବା ଏହି ଓଡ଼ିଆ ସିନେମାଟି ଦର୍ଶକଙ୍କୁ ବେଶ୍ ଛୁଇଁ…

ଗ୍ୟାଙ୍ଗଷ୍ଟର୍ ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ପୁଲିସ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ ପୁଲିସ ଗିରଫ କରିଛି । ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଗିରଫ କଲା ପରେ ବାପୁ ନାମରେ ଭାରତୀୟ ଦଣ୍ଡ ବିଧି ଆଇନ ଦଫା ୩୮୭, ୫୦୬ ଓ ୧୨୦ବି , ୩୪, ୨୫, ଓ ୨୭ ଲଗାଇଛି…

ହେପାଟାଇଟିସ୍ ବି ରୋଗ କ୍ଷେତ୍ରରେ ଅଜ୍ଞତା ହିଁ ସବୁଠାରୁ ଚିନ୍ତାର କାରଣ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଭାରତ ସ୍କାଉଟ ଏବଂ ଗାଇଡ଼ସର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ନୋବେଲ୍ ବିଜେତା ପ୍ରଫେସର ସାମୁଏଲ ବ୍ଲୁମବର୍ଗ ହେପାଟାଇଟିସ ଭାଇରସର ଆବିଷ୍କାର କରିବା ସହିତ…

ମାଓବାଦୀଙ୍କ ବର୍ବରତା, ପୁଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

ମାଲକାନଗିରି: ମାଓବାଦୀଙ୍କ ବର୍ବରତା ପୁଣି ଦେଖିବାକୁ ମିଳିଛି । ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀମାନେ । ଆନ୍ଧ୍ରପ୍ରଦେଶର କୁମକୁମପୁଡ଼ି ଗ୍ରାମରେ ସନ୍ଥଳା ଜୟରାମ ନାମକ ଏକ ଯୁବକଙ୍କୁ ମାଓବାଦୀମାନେ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା…

ଭୁବନେଶ୍ୱର : ଇସ୍କନ ମନ୍ଦିର ସମ୍ମୁଖ ଜବରଦଖଲ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର : ଶନିବାର ସକାଳେ ସ୍ଥାନୀୟ ୧୬ନଂ ଜାତୀୟ ରାଜପଥ କଡ଼ରେ ଜୟଦେବ ବିହାରରେ ଥିବା ଇସ୍କନ ମନ୍ଦିର ସାମ୍ନାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ଏକାଧିକ ଜେସିବି ମେସିନ ଲଗାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ବିଏମସି ଓ ବିଡ଼ିଏର ମିଳିତ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଗରିବ ଲୋକଙ୍କ ଲାଗି ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଅକ୍ଟୋବର ୨ରୁ ହେବ…

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି । ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ଗରିବ ଲୋକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ ରୂପେ…

ବିଶ୍ୱକପ ହକି: ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଲଣ୍ଡନ ବସରେ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ଚାଲିଛି ବିଶ୍ୱକପ ଆୟୋଜନର ପ୍ରସ୍ତୁତି ପର୍ବ । ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଂଲଣ୍ଡର ଲଣ୍ଡନରେ ଆରମ୍ଭ ହୋଇଛି…

ଶତାବ୍ଦୀର ବିରଳ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଲା, ଲୋହିତ ରଙ୍ଗରେ ରଙ୍ଗୀନ ହେଲା ଚନ୍ଦ୍ର

ଭୁବନେଶ୍ୱର : ଶୁକ୍ରବାର ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ତଥା ବିରଳ ଚନ୍ଦ୍ରଗ୍ରହଣ ଦେଖିପାରିଛନ୍ତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ସାଧାରଣ ଜନତା । ଭାରତୀୟ ସମୟ ଠିକ ରାତି ୧୧ଟା ୫୪ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଥିଲା । ଆରମ୍ଭରୁ ଚନ୍ଦ୍ର ଆଂଶିକ ଭାବେ ଦୃଶ୍ୟମାନ ହୋଇ…

ରୂପେଲୀ ପରଦାକୁ ଫେରୁଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା !

ମୁମ୍ବାଇ : ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ଦିନ ବ୍ୟବଧାନ ପରେ ଫେରୁଛନ୍ତି ରୂପେଲୀ ପରଦାକୁ । ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ଫନି ଖାଁ’ ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ହେବାକୁ ଥିବା ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏହି ସିନେମା ‘ଫନି ଖାଁ’କୁ ନେଇ…

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ଐତିହାସିକ କ୍ୟାବିନେଟ୍ ଗଠନ

ଭୁବନେଶ୍ୱର: ପୁରୀଠାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ଙ୍କ ଐତିହାସିକ ନିଷ୍ପତ୍ତିର ଫଳଶ୍ରୁତି ସ୍ୱରୂପ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ନୂତନ ବିଭାଗ ଭାବରେ ଗଠିତ ହୋଇଛି । ଏହି କ୍ୟାବିନେଟ୍‌ଙ୍କ ଅନ୍ୟ ଏକ ଅଭିନବ ନିଷ୍ପତ୍ତି ହେଉଛି ଐତିହ୍ୟ କ୍ୟାବିନେଟ୍ ଗଠନ । ମାନ୍ୟବର…