ଗ୍ୟାଙ୍ଗଷ୍ଟର ଟିଟୋ ପୋଲିସ ଏନକାଉଣ୍ଟରରେ ଆହତ
ଯାଜପୁର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଶନିବାର ଦିନ ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି । ଟିଟୋ ଏବେ ପୋଲିସ କବଜାରେ ।
ଓଡ଼ିଶା କ୍ରାଇମ ବ୍ରାଞ୍ଚର ଏକ ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ଯାଜପୁରର ଚଣ୍ଡିଖୋଲ ଅଞ୍ଚଳରେ ଟିଟୋକୁ ଏନକାଉଣ୍ଟର କରିଛି । ଟିଟୋ ଗୋଡ଼ରେ ଗୁଳି…