ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ
ଅନୁଗୁଳ: ଅନୁଗୁଳ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ ଏକ କଣ୍ଟେନର ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ନାମ ପର୍ଶୁରାମ ରାଉତ ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁଯାୟୀ ପର୍ଶୁରାମ ଆଜି ତାଙ୍କ ସ୍କୁଟିରେ ରବିବାର…