୬୦ ଟଙ୍କାକୁ ଖସିଲା ଦର; ଓଡ଼ିଶାକୁ ଆସିଲା ନାସିକ୍ ପିଆଜ
ଭୁବନେଶ୍ୱର: ଓଡିଶା ବଜାରରେ ପହଞ୍ଚିଛି ନାସିକ ପିଆଜ । ଗତ କିଛିଦିନ ତଳେ ୧୫୦ ପାର କରିଥିବା ପିଆଜ ଦର ନିୟନ୍ତ୍ରଣକୁ ଆସୁଛି ।
ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଏବେ ପାଇକାରୀ ବା ହୋଲ୍ସେଲ୍ ଦର ୫୫ଟଙ୍କାରୁ ୬୦ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି ।
ଏବେ…