ଇଭିଏମରେ ସିଲ୍ ହେଲା ୩୦୯ ପ୍ରାର୍ଥୀଙ୍କ ଭାଗ୍ୟ; ତୃତୀୟ ପର୍ଯ୍ୟାୟରେ ୬୧.୧୯ % ମତଦାନ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଦିନ ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ମୋଟ ୧୭ଟି ଆସନ ଲାଗି ମତଦାନ ହୋଇଥିବା ବେଳେ ୬୧.୧୯ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ନେଇ ଝାଡ଼ଖଣ୍ଡ ନିର୍ବାଚନ କମିଶନ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।
विधानसभा चुनाव…