Latest Odisha News

BREAKING NEWS

କଟକରେ ଡବଲ ମର୍ଡର, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ

କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ଗ୍ରାମାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୁ ଜଣେ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ…

ଘରର ପ୍ରବେଶ ଦ୍ୱାରରେ କାହିଁକି ଅଙ୍କା ଯାଏ ‘ସ୍ୱସ୍ତିକ ଚିହ୍ନ’, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଲୋକଙ୍କ ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଅଙ୍କା ଥିବାର ଆପଣ ଦେଖିଥିବେ । ତେବେ ଏହି ସ୍ୱସ୍ତିକ ଚିହ୍ନର ମାହାତ୍ମ୍ୟ କଣ ଆପଣ ଜାଣିଛନ୍ତି ? ଆସନ୍ତୁ ଏହି ପବିତ୍ର ତଥା ଶୁଭ ଚିହ୍ନ ଅଂକନ ବିଷୟରେ ଜାଣିବା... ‘ସ୍ବସ୍ତିକ’ ଅର୍ଥାତ୍‌ 'ସୁ+ଅସ୍ତିତ୍ବ'। ଏହାର…

ଏମିତି ଏକ ମନ୍ଦିର, ଯେଉଁଠି ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ !

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଭ୍ରମଣ ପ୍ରିୟ ଲୋକେ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବା ସହ ବହୁ ଲୋକେ ଧାର୍ମିକ ସ୍ଥାନକୁ ଯିବାକୁ ପସନ୍ଦ କରିଥାଆନ୍ତି। ତେବେ ଆପଣ ଯଦି ଧାର୍ମିକ ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି । ତେବେ ଯାଆନ୍ତୁ ରାଜସ୍ଥାନର ରାଜଧାନୀ…

ଭାରତୀୟ ରେଳବାଇ ପକ୍ଷରୁ ଓଡିଶା ସରକାରଙ୍କ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତାକାଲି (୧୩ ଡିସେମ୍ବର) ଦିନ ବାଲେଶ୍ୱର ଓ ହରିଦ୍ୱାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି I ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ…

ସୋଆର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଆର୍.କେ. ଚୌହାନ

ଭୁବନେଶ୍ୱର, ୧୨/୧୨ : ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳନା ବୋର୍ଡର ସଦସ୍ୟ ପ୍ରଫେସର ଆର୍.କେ. ଚୌହାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ୟୁନିଭର୍ସିଟି ଗ୍ରାଂଟ କମିଶନ (ୟୁଜିସି)ର ପୂର୍ବତନ…

ବଦଳିବ ଶ୍ରୀଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଚିତ୍ର; ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ତଥା ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଗୁରୁବାର ଦିନ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷିତ ପ୍ୟାକେଜ୍‌ ଅନୁସାରେ, ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆଜି…

ଇନକମ ଟ୍ୟାକ୍ସରେ ରିହାତି ମିଳିବାର ସମ୍ଭାବନା; ଟ୍ୟାକ୍ସ ରେଟରେ ହୋଇପାରେ ପରିବର୍ତ୍ତନ !

ଭୁବନେଶ୍ୱର: ବିତ୍ତ ମନ୍ତ୍ର ନିର୍ମଳା ସୀତାରମଣ ନିକଟରେ ଇନକମ ଟ୍ୟାକ୍ସରେ କମ କରିବା ପାଇଁ ସଂକେତ ଦେଇଛନ୍ତି | ବିସ୍ଲେଷକ କହିବାନୁସାରେ ବିତ୍ତ ବର୍ଷ ୨୦୨୦-୨୧ ର ବଜେଟ୍ ରେ ଆୟକର ରିହାତି ଘୋଷଣା ହୋଇପାରେ | ଏହି ସୁବିଧା କୋଟି କୋଟି ବେତନଭୋଗୀ ଙ୍କୁ ସିଧା ଫାଇଦା ହେବ | ଯେଉଁ ମାନେ…

ବିଶ୍ୱରେକର୍ଡ ଭାଙ୍ଗିଲେ ଚୀନର ମହିଳା ପ୍ରତିଯୋଗୀ; ଉଠାଇଲେ ୧୧୭ କିଲୋଗ୍ରାମ ଭାର !

ବେଜିଂ: ଭାରୋତ୍ତଳନରେ ଚୀନର ଡେଂଗ ୱେଇ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଆଇଡବ୍ଲୁ୍ୟଏଫ ବିଶ୍ୱକପର ମହିଳା ବିଭାଗରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୬୪ କିଗ୍ରା ବିଭାଗରେ ସେ ୧୧୭ କିଗ୍ରାର ଭାର ଉଠାଇବା ସହ ପୂର୍ବରୁ ୧୧୬ କେଜିର ରେକର୍ଡ ଭାଙ୍ଗି ଦେଇଥିଲେ । ଡେଂଗ ସଂଯୁକ୍ତ…

ଉନ୍ମୋଚିତ ହେଲା ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ମୋ ଆଶିକି’

ଭୁୁବନେଶ୍ୱର: ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ମୋ ଆଶିକି’ର  ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ ହୋଇଯାଇଛି । ଭୁୁବନେଶ୍ୱରରେ ଉନ୍ମୋଚିତ ହୋଇଥିବା ଏହି ଉନ୍ମୋଚନ ଉତ୍ସବରେ ‘ତୁ ମୋ ଆଶିକି’ ସହ ସମ୍ପୃକ୍ତ କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ…

ଜନଶୁଣାଣୀ ପୂର୍ବରୁ ଉତ୍ତେଜନା; ସ୍କୁଲବ୍ୟାଗ ବଣ୍ଟନକୁ ବିରୋଧ କଲେ ଗ୍ରାମବାସୀ

ପାରାଦୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ୭୧ ହଜାର କୋଟି ଟଙ୍କା ବ୍ୟୟରେ ଜେଏସଡବ୍ଲୁ୍ୟ ଉକôଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଏକ ସ୍ୱତନ୍ତ ବନ୍ଦର ପ୍ରତିଷ୍ଠା ହେବାକୁ ଯୋଜନା ରହିଛି । ଏହି ପ୍ରସ୍ତାବିତ ବନ୍ଦର ମାଧ୍ୟମରେ ଷ୍ଟିଲ, ସିମେଣ୍ଟ, କେପ୍ଟିଭ ପାୱାର…