ଉନ୍ମୋଚିତ ହେଲା ବାରବାଟୀ ଦିନିକିଆ ଟିକେଟ; ଡ଼ିସେମ୍ବର ୧୯ରୁ ବିକ୍ରି ଆରମ୍ଭ
କଟକ/ଭୁବନେଶ୍ୱର: କଟକର ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ । ଏହି କ୍ରିକେଟ ମ୍ୟାଚ ଲାଗି ଆସନ୍ତା ୧୯ ଓ ୨୦ ତାରିଖରେ ଟିକଟ ବିକ୍ରି ହେବାକୁ ଥିବାବେଳେ ଆଜି ଏହାର ଟିକେଟ ଉନ୍ମୋଚିତ ହୋଇଛି ।…