ଛାତ୍ରୀ ରହିଲେ ସବୁଠି ଆଗରେ: +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଫଳାଫଳ ଘୋଷିତ
ଭୁବନେଶ୍ୱର: ଘୋଷିତ ହେଲା ବହୁ ପ୍ରତିକ୍ଷୀତ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳାଫଳ । ତେବେ ପୁଅ ମାନଙ୍କୁ ପଛରେ ପକାଇ ଝିଅମାନେ ଏହି ପରୀକ୍ଷାରେ ବେଶ୍ କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ ଏହି…