ନିଜକୁ ସୁରକ୍ଷିତ କର ଆର ମ୍ୟାଚ ପାଇଁ, ଏବେ ବନିଛି ଅଲିଖିତ ଷ୍ଟ୍ରାଟେଜି
ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ ପ୍ରତି ରବିବାର: ‘ଗୁଗଲୀ’
ଆଉ ଦିନ କେଇଟା ପରେ ରଣଜୀ ସିଜିନ ଆରମ୍ଭ ହୋଇଯିବ । ଠିକ୍ କହିଲେ ସୋମବାରଠାରୁ ଦେଶର ବିଭିନ୍ନ ଷ୍ଟାଡ଼ିୟମରେ ୨୦୧୯-୨୦ ସିଜିନର ପ୍ରଥମ ରଣଜୀ ମ୍ୟାଚ ଖେଳାଯିବା ଆରମ୍ଭ ହେବ । ଅତୀତ ବର୍ଷର ଧାରା ଲଗାଯାଇଥିଲେ ଏତେବେଳକୁ ଗ୍ରୁପ୍…