ବାଲେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଅଟକ
ବାଲେଶ୍ୱର: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
ମିଳିଥିବା ସୂଚନାନୁଯାୟୀ, ସୋମବାର ଦିନ ଏହି ଘଟଣା ଘଟିଛି । ତେବେ ଏହି ଘଟଣାର ୪ ଦିନ ପରେ ପୀଡ଼ିତାଙ୍କ ମାଆ ବାଲେଶ୍ୱର ଶିଳ୍ପାଞ୍ଚଳ…