ଭୁବନେଶ୍ୱର: ସହିଦନଗର ଥାନାରେ ପଶି ଅଭିଯୁକ୍ତ ଓ ପୋଲିସଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀର ସହିଦନଗର ଥାନା ଭିତରେ ପଶି ରବିବାର ରାତିରେ ଯେଉଁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହିତ ପୋଲିସ ଉପରେ ଆକ୍ରମଣ କରିଥିଲେ ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ କମିଶନରେଟ ପୋଲିସ ଧରିବାକୁ ତନାଘନା ଉଦ୍ୟମ ଜାରି ରଖିଛି ।
ଥାନା ରିପୋର୍ଟରେ କୁହାଯାଇଛି ଯେ, ରବିବାର…