ଜାଣନ୍ତୁ, କେମିତି କଟିବ ଆଜି ଦିନ…
ଆଜିର ରାଶି ଫଳ
ତା ୦୨-୦୫-୨୦୧୯ ଗୁରୁବାର
ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨ ଗୁରୁବାର ମେଷ ୧୯ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଉତ୍ତର ଭାଦ୍ର ପଦ ନକ୍ଷତ୍ର ମୀନ ଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତ…