ଆରପାରିରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁ
ଭୁବନେଶ୍ୱର : ଓଲିଉଡର ବିଶିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଚକ୍ରଧର ସାହୁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଭୁବନେଶ୍ୱରରଏମ୍ସରେ ତାଙ୍କର ଦେହାନ୍ତ ଘଟିଛି ।
ମିଳିଥିବା ସୂଚନାନୁଯାୟୀ ସ୍ୱର୍ଗତଃ ସାହୁ ଫୁସଫୁସରେ ସଂକ୍ରମଣ ଯୋଗୁଁ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ…