ସୁନ୍ଦରଗଡ: ଗୋଟିଏ ପରିବାରର ୫ଜଣଙ୍କ ହତ୍ୟା ଘଟଣାରେ ୬ ଅଟକ
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରେ ଗୋଟିଏ ପରିବାର ୫ଜଣଙ୍କ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି ।
ଗଣମାଧ୍ୟମକୁ ସୂଚନା ଦେଇ ବଣାଇ ଏସଡିପିଓ ଅବକାଶ ରାଉତରାୟ କହିଛନ୍ତି, ଅଟକ ରହିଥିବା ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ଏବଂ ସେମାନଙ୍କ…