ସଡକ ଦୁର୍ଘଟଣାରେ ୪ ଜାତୀୟସ୍ତରର ହକି ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ
ହୌଶଙ୍ଗାବାଦ: ମଧ୍ୟପ୍ରଦେଶର ହୌଶଙ୍ଗାବାଦ ଅଞ୍ଚଳରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ଜଣ ହକି ଖେଳାଳିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…