Latest Odisha News

BREAKING NEWS

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ପ୍ରସବ କଲେ ମହିଳା

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିବା ପାଇଁ ଖୋଦ ସଚିବ ମାନେ ଜିଲ୍ଲାକୁ ଜିଲ୍ଲା ପରିଦର୍ଶନ କରୁଥିବା ବେଳେ ଶୁକ୍ରବାର ଦିନ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ଜଣେ ମହିଳାଙ୍କୁ ପ୍ରସବ କରାଇବା ପାଇଁ ବାଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୮)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

କଟକ ବଡ ମେଡିକାଲର କୋଠାରୁ ଡେଇଁ ରୋଗୀ ମୃତ

କଟକ: କଟକ ବଡ ମେଡିକାଲର ତିନି ମହଲା କୋଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ରୋଗୀ ଡେଇଁପଡି ଆତ୍ମହତ୍ୟା କରିଛନ୍ତି । ଏଯାବତ୍ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ରୋଗୀଙ୍କୁ ନିକଟରେ ହସ୍ପିଟାଲର ନୂଆ…

ପର୍ଯ୍ୟଟକଙ୍କୁ ପିଟିଲେ ନନ୍ଦନକାନନ କର୍ମଚାରୀ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଆସାମରୁ ଆସିଥିବା ପର୍ଯ୍ୟଟକଙ୍କୁ ପିଟିଛନ୍ତି ନନ୍ଦନକାନନ କର୍ମଚାରୀ। ପିଟିପିଟି ପର୍ଯ୍ୟଟକଙ୍କୁ ଲହୁଲୁହାଣ କରିଦେଇଛନ୍ତି । ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କରୁଛନ୍ତି । ଅନ୍ୟରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ 'ଅତିଥି ଦେବୋ ଭବଃ' ଭଳି…

ସମୁଦ୍ରରେ ବୁଡ଼ିଯାଉଥିବା ସାଙ୍ଗକୁ ନୂଆ ଜୀବନ ଦେଲେ ୧୪ ବର୍ଷର ବାଳକ !

କେନ୍ଦ୍ରାପଡ଼ା: ସମୁଦ୍ରରେ ବୁଡ଼ିଯାଉଥିଲେ ସାଙ୍ଗ, ନିଜ ଜୀବନକୁ ବାଜି ଲଗାଇ ପହଁରି ପହଁରି ନିଜ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି ଜଣେ ୧୪ ବର୍ଷର ନାବାଳକ । ଜଣେ ନାବାଳକଙ୍କ ଦ୍ୱାରା ଅନ୍ୟ ଜଣଙ୍କ ଜୀବନ ରକ୍ଷା କରିବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ…

ମୋଦୀଙ୍କ ଆତିଥେୟତାରେ ମୁଁ ଅଭିଭୂତ, ଏହା ଦୁଇ ଦେଶର ସମ୍ପର୍କ ବୃଦ୍ଧିରେ ସହାୟକ ହେବ: ଜିନପିଙ୍ଗ

ଚେନ୍ନାଇ: ଭାରତକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ଏକପ୍ରକାର ସଫଳ ହୋଇଛି । ବିଶ୍ୱର ଏହି ଦୁଇ ବିଶିଷ୍ଟ ନେତାଙ୍କ ମଧ୍ୟରେ ସାକ୍ଷାତ ସଫଳ ହେବା ସହିତ ଭାରତର କୂଟନୈତିକ ବିଜୟ ଘଟିଛି ବୋଲି…

ମର୍ଣ୍ଣିଂୱାକରେ ଚାଲିବା ବେଳେ ବେଳାଭୂମି ସଫାକଲେ ମୋଦୀ !

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ମମଲ୍ଲାପୁରମରେ ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ବାହାରେ ଥିବା ସମୁଦ୍ର  ବେଳାଭୂମିରୁ ଅଳିଆ ଉଠାଇଛନ୍ତି। ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି ୩୦ ମିନିଟରୁ…

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁଁରେ ନକଲି ଫେସବୁକ୍ ଆକାଉଣ୍ଟ, ଲାଞ୍ଚ ମାଗୁଛି ଦୁର୍ବୃତ୍ତ

ସୁନ୍ଦରଗଡ: କେହି ଦୁର୍ବୃତ୍ତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି । ଏପରକି ସରକାରୀ କାମ ହାସଲ କରିବା ଲାଗି ଲୋକଙ୍କ ଠାରୁ ଲାଞ୍ଚ ମଧ୍ୟ ମଗାଯାଉଛି । ଆହୁରି ମଧ୍ୟ ଏଭଳି କଥାରେ ନପଡିବା…

ଚେନ୍ନାଇରେ ମୋଦୀ-ଜିନପିଙ୍ଗ ବୈଠକ: ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ସହମତି

ଚେନ୍ନାଇ: ଆତଙ୍କବାଦ ବିରୋଧରେ ଭାରତ ଓ ଚୀନ ମିଳିତ ଭାବେ ଲଢେଇ କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟ ନରେନ୍ଦ୍ର ମୋଦୀ ଓ ଜି ଜିନପିଙ୍ଗ ଶନିବାର ଦିନ ଚେନ୍ନାଇଠାରେ ଏକ ଅନୌପଚାରିକ ବୈଠକରେ ସହମତି ପ୍ରକାଶ କରିଛନ୍ତି । Kovalam (Tamil Nadu): Delegation level talks begin between…

ଲୋକସେବା ଭବନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନ(ରାଜ୍ୟ ସଚିବାଳୟ)ରେ ଶନିବାର ଦିନ କୌଣସି କାରଣବଶତଃ ୯ଟା ବେଳେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଖାପାଖି ୪୫ ମି.ର ଅଦମ୍ୟ ପ୍ରୟାସ ପରେ ନିଆଁକୁ ଆୟତ୍ତ…