ଭଦ୍ରକରେ ଇଣ୍ଡିଆନ ଅଏଲର ବସ୍ତ୍ରଶିଳ୍ପ ପ୍ରକଳ୍ପ: ଜମି ଲାଗି ନବୀନଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଭଦ୍ରକରେ ଇଣ୍ଡିଆନ ଅଏଲର ପ୍ରସ୍ତାବିତ ୧୯୭୧ କୋଟି ଟଙ୍କା ବ୍ୟୟ ବରାଦରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ୭୫ ଏକର ଜମି ତୁରନ୍ତ ଯୋଗାଇଦେବା ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି କେନ୍ଦ୍ର…