ନବୀନଙ୍କୁ ନିର୍ବାଚିତ କରି ବିଜେପୁରବାସୀ ଭୁଲ୍ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ
ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରି ବିଜେପୁର ଜନସାଧାରଣ ବଡ଼ ଭୁଲ୍ କରିଛନ୍ତି ବୋଲି ଶୁକ୍ରବାର ଦିନ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲଟ ବ୍ଲକରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ…